Take a fresh look at your lifestyle.
Monthly Archives

January 2022

ବଳରାମ ଜୀଉ ଙ୍କ ମନ୍ଦିର ରେ ପୁତ୍ରଦା ଏକାଦଶୀ ପାଳିତ

ଢେଙ୍କାନାଳ: କୈବଲ ବଜାର ସ୍ଥିତ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପୁତ୍ର ଦା ଏକାଦଶୀ ନୀତି ପାଳିତ ହୋଇଥିଲା l ପ୍ରାତଃ ରୁ ମଙ୍ଗଳଆଳତି କରାଯାଇ ବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାର, ପହିଲି ଭୋଗ ଲାଗି କରାଯାଇଥିଲା l 10.30 ରେ ଖେଚୁଡ଼ି, ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ…

ନିମ୍ନମାନ ଓଦା ସିମେଣ୍ଟ ଇଟାରେ ନିର୍ମାଣ ଚାଲିଛି ବନବିଭାଗଙ୍କ କାର୍ଯ୍ୟାଳୟ

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜର ଅଧୀନ କୁଟୁରିଆ ଫରେଷ୍ଟ ବିଟର ନୂତନ ଗୃହନିର୍ମାଣ ପାଇଁ ସରକାରଙ୍କ ତରଫରୁ ଠିକାସଂସ୍ଥାକୁ ନିର୍ମାଣ କରିବା ପାଇଁ ଅନୁମତି ମିଳିଛି ।  କିନ୍ତୁ ଠିକା ସଂସ୍ଥା ନିମ୍ନମାନର ଓଦା ସିମେଣ୍ଟ ଇଟା ଆଣି ଘର ନିର୍ମାଣରେ…

ଶ୍ୟାମସୁନ୍ଦର ସାହୁ ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ

ଭୁବନ : ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଶ୍ୟାମସୁନ୍ଦର ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତିା     ଶ୍ରୀ ସାହୁ ଏହା ପୂର୍ବରୁ ବଅଁରପାଳ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟକରି ଜଣେ ସଚ୍ଚୋଟ, ଦକ୍ଷ ଓ କର୍ମଠ ଅଫିସର ଭାବେସୁନାମ ଅର୍ଜନ କରିଥିଲେ । ଶ୍ରୀ ସାହୁ  ୧୯୯୦…

ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ

ଖୋର୍ଦ୍ଧା : ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚୁ୍ଟ ଅଫ ଆଡଭାନସ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ପରିସରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ…

କାର୍ଯ୍ୟରେ ଯୋଗଦେଲେ ନୂତନ ବିଚାରପତି

ଗଁଦିଆ : ଗଁଦିଆ ଜେ ଏମ ଏଫ ସି କୋର୍ଟରେ ଆଜି ନୂତନ ବିଚାରପତି ଭାବରେ ସୌରଭ ସାଗର ପ୍ରଧାନ ଯୋଗଦାନ କରିଛନ୍ତି ।  ପୂର୍ବରୁ ସେ ରାଉରକେଲା ରେ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ । ଏଠାରେ ପୂର୍ବରୁ କାର୍ଯ୍ୟରତ ବିଚାରପତି ବିଶ୍ୱ କଳ୍ପିତା ମହାନ୍ତି ପଦୋନ୍ନତି ପାଇଁ ବାରିପଦାକୁ ବଦଳି…

ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ବିବେକାନନ୍ଦ ଜୟନ୍ତୀ ପାଳନ

ଭୁବନ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ମହାବିଦ୍ୟାଳୟ ପରିସରରେ ଥିବା ବିବେକାନନ୍ଦ ଙ୍କ ପ୍ରତିମୂର୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନେ ବିବେକାନନ୍ଦ ଙ୍କ…

ନୃତ୍ୟ ଶିଳ୍ପୀ  ଗୌରୀଶଙ୍କର ଜୁନିଅର ଫେଲୋସିପ ପାଇଁ ମନୋନୀତ

ଢେଙ୍କାନାଳ: ଓଡ଼ିଶୀ ନୃତ୍ୟ ଶିଳ୍ପୀ  ଗୌରୀ ଶଙ୍କର ଦାଶ ଆଜି ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ୨୦୧୯୨୦ ବର୍ଷ ପାଇଁ ଜୁନିଅର ଫେଲୋସିପ ପାଇବା ପାଇଁ  ମନୋନୀତ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ…

ଶିକ୍ଷାଗତ ଯୋଗ୍ୟତା ଭିତିରେ ଅମଲାଙ୍କ ଦରମା ସମୀକରଣ କର

ଢେଙ୍କାନାଳ : ଓଡ଼ିଶା ଅମଲା ସଂଘ, ଢେଙ୍କାନାଳ ଶାଖାର ଏକ ଜରୁରୀ ବୈଠକ ଅରୁଣ କୁମାର ପଳିୟାରସିଂହଙ୍କ ସଭାପତିତ୍ୱରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରୁ ପ୍ରତିନିଧିମାନେ ଯୋଗଦାନ କରି ଦୀର୍ଘଦିନରୁ ଦିଆଯାଇଥିବା…

ଯମୁନ।କୋଟ ଠାରେ ବାପୁଜୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ

ଭୁବନ: ଯମୁନ।କୋଟ ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ କର୍କ ବଲ କ୍ରିକେଟ୍ ଟୁର୍ନାମେଣ୍ଟ ଭୁବନ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର ଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି । ଉକ୍ତ ଉଦଘାଟନ ଉତ୍ସବରେ ଯମୁନକୋଟ ଗ୍ରାମ ପଞ୍ଚାୟତ ପୁର୍ବତନ ସରପଞ୍ଚ ନଟବର ସାହୁ , ବର୍ତ୍ତମାନ ର ସରପଞ୍ଚ …

ରମେଶ ବାରିକ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ର ରମେଶ ବାରିକଙ୍କୁ  ଭୁବନେଶ୍ୱର ସହିଦ ଭବନ ପରିସରରେ ଏକ ସୁନ୍ଦର ପରିବେଶ ରେ ଚଳଚିତ୍ର ଜଗତ ର ପଇଁଚାଲିଶ ତମ ବାର୍ଷିକ ଉତ୍ସବ- 2021ମସିହା ନିମନ୍ତେ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ କରାଯାଇଛି | ଚଳିତବର୍ଷ କରୋନା ସମୟ ରେ ବାରଟି…