Take a fresh look at your lifestyle.

ଢେଙ୍କାନାଳରେ ସାଇକେଲ ଚୋରି ରାକେଟ୍ ଠାବ, ୭ଟି ସାଇକେଲ ଜବତ

ଢେଙ୍କାନାଳ : ଢେଙ୍କାନାଳ ସହରରେ ସାଇକେଲ ଚୋରି ଘଟଣାର ତଦନ୍ତ କରି ପୁଲିସ ୭ଟି ଦାମୀ ସାଇକେଲ ଜବତ କରିଛି। ଏହି ଘଟଣାରେ ଦୁଇ ନାବାଳକଙ୍କ ସମ୍ପୃକ୍ତି ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଢେଙ୍କାନାଳ ଟାଉନ ଥାନା ପକ୍ଷରୁ କେସ୍‌ ନଂ ୭୪୨, ତାରିଖ ୧୭.୧୦.୨୦୨୬, ଭାରତୀୟ ନ୍ୟାୟ…

କରଣ ସମାଜର ସାଧାରଣ ସଭା ଓ ଲେଖନୀ ପୂଜନ

ଢେଙ୍କାନାଳ ୧୮ା୧୦ (ନି.ପ୍ର) : ଢେଙ୍କାନାଳର ସର୍ବପୁରାତନ କରଣ ସମାଜର ସାଧାରଣ ସଭା ଏବଂ ଲେଖନୀ ପୂଜା ଆଜି ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୌରହିତ୍ୟରେ ଲେଖନୀ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ସଭାପତି ଜାନକୀ ବଲଭ…

ବିଜୟୀ ଛାତ୍ର ପ୍ରତିନିଧିଙ୍କୁ ନବୀନଙ୍କ ଶୁଭେଚ୍ଛା

ଢେଙ୍କାନାଳ, ୧୭ା୧୦ (ନି.ପ୍ର.): ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ବିଜୟୀ ହୋଇଛନ୍ତି। ଏଥିସହ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଦଳର ସମର୍ଥିତ ଛାତ୍ର ପ୍ରତିନିଧିମାନେ ବିଜୟୀ ହୋଇଛନ୍ତି।…

ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା

ଢେଙ୍କାନାଳ, ୧୨ ।୧୦ (ନି.ପ୍ର) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ତଥା ଢେଙ୍କାନାଳ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ, ଆଇଏଏସ୍, ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ…

ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ପାଳିତ

ଢେଙ୍କାନାଳ : ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଗତ ୧୦ ଓ ୧୧ ତାରିଖ ୨ ଦିନ ଢେଙ୍କାନାଳ ଜିଲ୍ଲାର ତିନୋଟି ଶିଶୁ ଯତ୍ନ ଅନୁଷ୍ଠାନ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଆଦୃତା ଶିଶୁ ସଦନ ଓ ବିଶ୍ୱକୁନ୍ତଳା ଶିଶୁ ଗୃହର ଅନ୍ତେବାସୀ…

ଗୋହିରାଖାଲ ପ୍ରଧାନ ଶିକ୍ଷୟିତ୍ରୀ ସୁରମା ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ, ୨୭ା୯ (ନି.ପ୍ର.): ସଦର ବ୍ଲକ ଅନ୍ତର୍ଗତ ଗୋହିରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରମା ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇ ସୁରମା…

ଅଦିନ ଚର୍ଚ୍ଚା : ଧର୍ମେନ୍ଦ୍ରଙ୍କ ୨୬ ବର୍ଷର ରାଜନୈତିକ ଯାତ୍ରା, ରାଜନୀତିରୁ ମନ୍ତ୍ରିମଣ୍ଡଳ ଯାଏ

ଭୁବନେଶ୍ୱର, ୨୭ା୯ (ନି.ପ୍ର.) : ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପି ଦୀର୍ଘ ୨୬ ବର୍ଷ ଧରି ଜାତୀୟ ରାଜନୀତିରେ ସକ୍ରିୟ ରହିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ଏବିଭିପି ମାଧ୍ୟମରେ ଛାତ୍ର ରାଜନୀତିରୁ ଯାତ୍ରା ଆରମ୍ଭ କରି ୨୦୦୦ରେ…

ଭାରତୀୟ ମହିଳା ‘ଏ’ କ୍ରିକେଟ୍‌ ଦଳରେ ଢେଙ୍କାନାଳର ଦିବ୍ୟଦର୍ଶିନୀ

ଢେଙ୍କାନାଳ, ୨୬ା୯ (ନି.ପ୍ର.): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲିଆପାଟ ଗ୍ରାମର ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭାରତୀୟ ମହିଳା ‘ଏ’ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ୨୯ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ‘ଏ’ ଦଳ ମଧ୍ୟରେ ହେବାକୁ ଥିବା…

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା

ଢେଙ୍କାନାଳ, ୨୫।୯ (ନି.ପ୍ର.): ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା-୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ଏକକ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା ଶିକ୍ଷା…

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

ଢେଙ୍କାନାଳ,୨୩ା୯ (ନି.ପ୍ର) : ଭାପୁରସ୍ଥିତ ଭଳେଶ୍ୱର ଧଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ପରିସରରେ କିଶୋରୀ ବାଳିକାମାନଙ୍କ ପାଇଁ ଏକ ସଚେତନତାମୂଳକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକ ବିକାଶ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିପିଓ ଅନୁରାଧା…