Take a fresh look at your lifestyle.

ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ‘ଦ୍ରୁତ, ନିଖୁଣ ଓ ସୁବିଧାଜନକ ଖାଦ୍ୟଶସ୍ୟ ବଣ୍ଟନ ଦିଗରେ ଭାରତ ଅଗ୍ରଣୀ’: ନୋଜୋମି…

ଢେଙ୍କାନାଳରେ ଆଜି ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ସରକାର ଏବଂ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ (WFP)ର ମିଳିତ ପଦକ୍ଷେପରେ ଏହି ପ୍ରଯୁକ୍ତିଭିତ୍ତିକ ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ (UNWFP),…

ପରିବେଶ ସୁରକ୍ଷା ପାଇଁ Team DADAର ଆଉ ଏକ ସଫଳ ପଦକ୍ଷେପ

🌱🌳 ପରିବେଶ ସୁରକ୍ଷା ପାଇଁ Team DADAର ଆଉ ଏକ ସଫଳ ପଦକ୍ଷେପ 🌳🌱 DADA (Dhenkanal Angul Development Association) ପକ୍ଷରୁ ଆଜି ଋତୁର ଦ୍ୱିତୀୟ ବୃକ୍ଷରୋପଣ ଅଭିଯାନ ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସୋରାଟ, କଡୁଆମୋଡ଼ା ନିକଟସ୍ଥ ଖରିଦାଳୀ ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ର ସୁନ୍ଦର ପରିସରରେ…

ସୁଭଦ୍ରା ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ, ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହତ୍ୟା

ଢେଙ୍କାନାଳ, ୨୯ ।୮ (ନି.ପ୍ର.) : ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କି ଗାତରେ ପୋତି ଦେଇଥିବା ନେଇ ସ୍ୱାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ…

କଳିରେ ପ୍ରତ୍ୟକ୍ଷ ଠାକୁର ବାବା ପଶ୍ଚିମେଶ୍ୱର

 ଢେଙ୍କାନାଳ, ୨୭ା୮ (ନି.ପ୍ର) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ପ୍ରାଚୀନ ଛଦେଶ ପ୍ରଗଣାର ଗଙ୍ଗାଧରପ୍ରସାଦ (ଚଷାପଡ଼ା) ଗ୍ରାମରେ ବିରାଜମାନ ସ୍ୱୟଂଭୂ ଶିବଲିଙ୍ଗ ଶ୍ରୀ ଶ୍ରୀ ବାବା ପଶ୍ଚିମେଶ୍ୱର ମହାଦେବ। ଢେଙ୍କାନାଳ ସହରଠାରୁ ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର ଦୂରରେ ସାପୁଆ ନଦୀ କୂଳରେ…

ଆସରଡ଼ା ରେ ସାଖୀ ୱାନ୍‌ ଷ୍ଟପ୍‌ ସେଣ୍ଟର ସଚେତନତା

ଢେଙ୍କାନାଳ: ଆସରଡ଼ା ଗ୍ରାମରେ ସାଖୀ ୱାନ୍‌ ଷ୍ଟପ୍‌ ସେଣ୍ଟର (OSC) ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ, ଏମ୍‌ବିକେ, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ଗ୍ରାମବାସୀ ଯୋଗଦେଇଥିଲେ। ଶିବିରରେ ସାଖୀ ୱାନ୍‌ ଷ୍ଟପ୍‌ ସେଣ୍ଟରର ଉଦ୍ଦେଶ୍ୟ,…

ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ସି.ପି.ଆଇ.ର ଦାବୀ

ଢେଙ୍କାନାଳ : ଗତ ବର୍ଷାରେ କାମାକ୍ଷାନଗର ଉପକଣ୍ଠରେ ଥିବା ମହୁଲପାଳ, ଜୟପୁର, ମାର୍ଥାପୁର, ଦିଘି, ବୁଢିବିଲି, ଗୁନେଇବିଲି ପ୍ରଭୃତି ଗ୍ରାମମାନଙ୍କରେ ଜମି ଓ ବାଡିରେ ପାଣି ପଶିଯିବା ଫଳରେ ଚାଷୀମାନଙ୍କର ପ୍ରାୟ ୨୦୦୦ ଏକର ଜମି କ୍ଷତିଗ୍ରସ୍ତ ହୋଇଛି । କୃଷି ବିଭାଗ ଏହାର ତଦନ୍ତ କରି…

କପିଳାସରେ ଶ୍ରାବଣ ସୋମବାରରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ: ପବିତ୍ର ଶ୍ରାବଣ ମାସ ଅବସରରେ କପିଳାସ ପୀଠରେ ପଣ୍ଡା ନର୍ସିଂହୋମ୍‌ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।  ରବିବାର ଓ ସୋମବାର ଏହି ସେବା ଜାରି ରହିବ। ଏହି ଅବସରରେ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ନିଜେ ଉପସ୍ଥିତ ରହି ଭକ୍ତ…

ଘରଭଙ୍ଗାକୁ ନେଇ ଯୁବକଙ୍କ ଆତ୍ମହତ୍ୟା

ଢେଙ୍କାନାଳ, ୨୧।୮ (ନି.ପ୍ର.) : ଘର ଭଙ୍ଗାକୁ ନେଇ ଜଣେ ୨୨ ବର୍ଷୀୟ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଢେଙ୍କାନାଳ ପୌରାଞ୍ଚଳର ୯ ନମ୍ବର ୱାର୍ଡ ଅନ୍ତର୍ଗତ କୁଟୁନିଆ ନୂଆସାହିରେ ଘଟିଛି। ମୃତକ ହେଲେ ରବି ନାରାୟଣ ପଣ୍ଡା। ସୂଚନା ଅନୁଯାୟୀ, କୁଟୁନିଆ…

ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଋତୁରାଜଙ୍କୁ ପ୍ରଥମ ପୁରସ୍କାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ର ଋତୁରାଜ ପଟ୍ଟନାୟକ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ (ଜ୍ଞାନ ବିଜ୍ଞାନ ମେଳା)ରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଗୁରୁବାର ମୋଟଙ୍ଗାସ୍ଥିତ ସରସ୍ୱତୀ…