Browsing Category
ଦେଶ ବିଦେଶ
‘ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩’ ପ୍ରଦାନ କଲେ ମାନ୍ୟବର ରାଷ୍ଟ୍ରପତି
ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ବିଶେଷ କ୍ଷମତାକୁ ଜାଣିବା ଏବଂ ପିଲାଙ୍କର ସେହି କ୍ଷମତାକୁ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଏବଂ ଅଭିଭାବକଙ୍କ କର୍ତ୍ତବ୍ୟ ଅଟେ । ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି…
ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶା ସମେତ ଆନ୍ଧ୍ର ଓ ଛତିଶଗଡ଼ର ଜନଜାତି ସମାଜର ସାମଗ୍ରିକ ବିକାଶ ହେବ- ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀଙ୍କ ଜନଜାତି କଲ୍ୟାଣକୁ ବାସ୍ତବ ରୂପ ଦେବା ଦିଗରେ ଅନ୍ୟତମ ପଦକ୍ଷେପ, ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ୮୦୦ କୋଟି ଟଙ୍କା ବ୍ୟୟରେ ୫୦୦ ଏକର ପରିମିତ ଜମିରେ ଏହି…
ସାମନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ୍ କମିଟି ରିପୋର୍ଟ
କୋଣାର୍କ : ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ କୋଣାର୍କ କଲେଜ ଅଧ୍ୟକ୍ଷକୋଣାର୍କ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀ ଶିଳାକୀର୍ତ୍ତି ପାତ୍ରଙ୍କ ଅର୍ଥ ହରିଲୁଟ…
୨୯ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ମେଧା ସମ୍ମାନ
କୋଣାର୍କ : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ନିମଗ୍ନ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଯାତ୍ରୀନିଵାସଠାରେ ମାଟ୍ରିକ ମେଧା ସମ୍ମାନ -୨୦୨୩ ଆୟୋଜିତ ହୋଇଯାଇଛି। ଏଥିରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ…
କରୋନା ଯୋଦ୍ଧା ସାମ୍ବାଦିକ ସଂଗ୍ରାମଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ
କୋଣାର୍କ: କୋଣାର୍କର କରୋନା ଯୋଦ୍ଧା ଦିବଂଗତ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ରଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ…
କୋଣାର୍କ ଭଗବତୀ ମହାବିଦ୍ୟାଳୟର କିରାଣୀ ଅଭିନବ ଉପାୟରେ ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
କୋଣାର୍କ: କୋଣାର୍କରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଗଢି ଉଠିଥିବା ୧୯୭୮ ମସିହାରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟଟି ବିଭିନ୍ନ ସମୟରେ ନ୍ୟସ୍ତସ୍ବାର୍ଥପର ଗୋଷ୍ଠୀର ଶିକାର ହୋଇ ଆସିଛି । ଏବେ ଏକ ଜ୍ବୋଳନ୍ତ ଉଦାହରଣ ସାମ୍ମାକୁ ଆସିଛି ।
ଏହି ମହାବିଦ୍ୟାଳୟରେ…
କୋଣାର୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ମିଳିଲା ନୂଆ ଆମ୍ବୁଲାନ୍ସ
କୋଣାର୍କ : ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆଜି ମିଳିଛି ନୂଆ ୧୦୮ ଆମ୍ବୁଲାନ୍ସ । ଏହି ଆମ୍ବୁଲାନ୍ସକୁ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ…
ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ।
କୋଣାର୍କ : କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀଙ୍କ ପୀଠରେ ସବିତ୍ରୀ ବ୍ରତ ପାଳନ କରାଯାଇଛି । ଆଜିର ପବିତ୍ର ଦିନରେ କିନ୍ନର ମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ଓ ନିରୋଗ କାମନା କରି ମା'ଙ୍କ ନିକଟରେ ପୂଜାର୍ଚନା କରିବା ସହ ବ୍ରତ ଧାରଣ କରିଥିଲେ |…
ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।
ନୂଆଦିଲ୍ଲୀ: ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍ ପାଇଁ ରାଜଧାନୀ ଦିଲ୍ଳୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଛି ବି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦିଲ୍ଳୀ ପୁଲିସ୍ର ଅନେକ ଦଳ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି।
ସୁରକ୍ଷା…
ଗଡ଼ପଳାଶୁଣି ଗାଁର କୁନି ପାତ୍ର ନଡାହସ୍ତ ଶିଳ୍ପ ରେ ପାଇଲେ ଜାତୀୟ ପୁରସ୍କାର
କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗ୍ରାମର ରଞ୍ଜନ ବେହେରାଙ୍କ ପତ୍ନୀ କୁନି ପାତ୍ର ନଡ଼ାହସ୍ତ ଶିଳ୍ପ ପାଇଁ ପାଇଲେ ଜାତୀୟ ପୁରସ୍କାର ।କୁନି ନଡାରୁ ଜ୍ଞାନ କୌଣସିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଇଥିଲେ ।ଆଦିବାସୀ…