ବିଜୟୀ ଛାତ୍ର ପ୍ରତିନିଧିଙ୍କୁ ନବୀନଙ୍କ ଶୁଭେଚ୍ଛା
ଢେଙ୍କାନାଳ, ୧୭ା୧୦ (ନି.ପ୍ର.): ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ବିଜୟୀ ହୋଇଛନ୍ତି। ଏଥିସହ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଦଳର ସମର୍ଥିତ ଛାତ୍ର ପ୍ରତିନିଧିମାନେ ବିଜୟୀ ହୋଇଛନ୍ତି।…