Browsing Category
ଜିଲ୍ଲା ଖବର
କାଠ ଫାଳିଆରେ ମୁଣ୍ଡକୁ ଆଘାତ, ୩ ଆହତ
ବାଲ୍ୟବିବାହ ବନ୍ଦ ଉଦ୍ୟମ ସନ୍ଦେହରେ ଭାଇକୁ ମରଣାନ୍ତକ ଆକ୍ରମଣ
ଦଶହରା ବଳଦ ଯାତ୍ରା ଓ ବୁଦ୍ଧେଶ୍ବର ଜିଲ୍ଲା ୱେବ ସାଇଟରେ ସ୍ଥାନିତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ
ଭୁବନ, ୧୦/୯: ପ୍ରସିଦ୍ଧ ଭୁବନ ଗଣେଶ ମେଳଣ ମହୋତ୍ସବ-୨୦୨୬ ଅବସରରେ ଗଣେଶ ମେଳଣ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ପ୍ରବନ୍ଧ ପ୍ରତିଯୋଗିତାରେ ୧୫୮ ଜଣ ଓ ଚିତ୍ରାଙ୍କନରେ ୧୨୧ ଜଣ…
ଏସ୍ପି କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ
ଅନୁଗୋଳ, ୭ା୯ (ନି ପ୍ର ): ଅନୁଗୋଳ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦୀର୍ଘଦିନ ଧରି ଏକାଧିକ ସ୍ଥାନରେ କାର୍ଯ୍ୟରତ ରହିବା, ଦପ୍ତରୀୟ ଚିଠିପତ୍ରର ଠିକ୍ ସମୟରେ ଫଇସଲା ନ ହେବା ଏବଂ ହୋମଗାର୍ଡ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ସତ୍ତ୍ୱେ କାର୍ଯ୍ୟରେ ଯୋଗଦାନ ନ କରିବା ଭଳି…
ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ : ଢେଙ୍କାନାଳର ୧ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ
ଢେଙ୍କାନାଳ , ୪ା୯ (ନି ପ୍ର ): ନୂଆଖାଇ ପୂର୍ବରୁ ତଥା ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଡିବିଟି ମାଧ୍ୟମରେ ରାଜ୍ୟର ୪୧ଲକ୍ଷରୁ ଅଧିକ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ ୮୩୩ କୋଟିରୁ ଊର୍ଦ୍ଧ୍ୱ…
ସେବା ସଂକଳ୍ପ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା
ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେବା ଓ ସମର୍ପଣର ୨୫ବର୍ଷ ପୂର୍ତି ଅବସରରେ ମାସେ ବ୍ୟାପୀ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ପୌରହିତ୍ୟରେ ଏକ…
ଆସରଡ଼ା ରେ ସାଖୀ ୱାନ୍ ଷ୍ଟପ୍ ସେଣ୍ଟର ସଚେତନତା
ଢେଙ୍କାନାଳ: ଆସରଡ଼ା ଗ୍ରାମରେ ସାଖୀ ୱାନ୍ ଷ୍ଟପ୍ ସେଣ୍ଟର (OSC) ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ, ଏମ୍ବିକେ, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ଗ୍ରାମବାସୀ ଯୋଗଦେଇଥିଲେ।
ଶିବିରରେ ସାଖୀ ୱାନ୍ ଷ୍ଟପ୍ ସେଣ୍ଟରର ଉଦ୍ଦେଶ୍ୟ,…
କପିଳାସରେ ଶ୍ରାବଣ ସୋମବାରରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଢେଙ୍କାନାଳ: ପବିତ୍ର ଶ୍ରାବଣ ମାସ ଅବସରରେ କପିଳାସ ପୀଠରେ ପଣ୍ଡା ନର୍ସିଂହୋମ୍ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରବିବାର ଓ ସୋମବାର ଏହି ସେବା ଜାରି ରହିବ।
ଏହି ଅବସରରେ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ନିଜେ ଉପସ୍ଥିତ ରହି ଭକ୍ତ…
ଘରଭଙ୍ଗାକୁ ନେଇ ଯୁବକଙ୍କ ଆତ୍ମହତ୍ୟା
ଢେଙ୍କାନାଳ, ୨୧।୮ (ନି.ପ୍ର.) : ଘର ଭଙ୍ଗାକୁ ନେଇ ଜଣେ ୨୨ ବର୍ଷୀୟ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଢେଙ୍କାନାଳ ପୌରାଞ୍ଚଳର ୯ ନମ୍ବର ୱାର୍ଡ ଅନ୍ତର୍ଗତ କୁଟୁନିଆ ନୂଆସାହିରେ ଘଟିଛି। ମୃତକ ହେଲେ ରବି ନାରାୟଣ ପଣ୍ଡା।
ସୂଚନା ଅନୁଯାୟୀ, କୁଟୁନିଆ…
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଋତୁରାଜଙ୍କୁ ପ୍ରଥମ ପୁରସ୍କାର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ର ଋତୁରାଜ ପଟ୍ଟନାୟକ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ (ଜ୍ଞାନ ବିଜ୍ଞାନ ମେଳା)ରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଗୁରୁବାର ମୋଟଙ୍ଗାସ୍ଥିତ ସରସ୍ୱତୀ…
ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା କଲା ବନବିଭାଗ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧୀନ ହିନ୍ଦୋଳ ବନାଞ୍ଚଳରେ ଆହତ ହୋଇଥିବା ଏକ ଦନ୍ତା ହାତୀର ଚିକିତ୍ସା କରିଛି ବନବିଭାଗ। ତିନିଦିନ ତଳେ ହାତୀପଲ ମଧ୍ୟରେ ଲଢ଼େଇ ସମୟରେ ଗୋଟିଏ ଦନ୍ତା ହାତୀର ଦାନ୍ତ ବାଜି ଅନ୍ୟ ଏକ ଦନ୍ତା ହାତୀ ଆହତ ହୋଇଥିଲା।
ଖବର ପାଇ ହିନ୍ଦୋଳ ବନାଞ୍ଚଳ…