ଢେଙ୍କାନାଳର ନୂଆ ଏସ୍ପି ଅଜିଙ୍କ୍ୟ ବାବୁରାଓ ମାନେ
ଢେଙ୍କାନାଳ, ୨୨।୯ (ଜ୍ଞାନରଞ୍ଜନ ଶତପଥି ) : ଢେଙ୍କାନାଳ ଜିଲ୍ଲାର ନୂଆ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଭାବେ ୨୦୨୨ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ପାରାଦୀପର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟରତ ଥିଲେ।…