ରୁଙ୍ଗଟା ମାଇନ୍ସରୁ ୪୦ ଲକ୍ଷର ପିଗ୍ ଆଇରନ୍ ଚୋରି
ହିନ୍ଦୋଳ, ୧୫।୯ (ନି.ପ୍ର.): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଝାଡ଼ବନ୍ଧସ୍ଥିତ ରୁଙ୍ଗଟା ମାଇନ୍ସରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ପିଗ୍ ଆଇରନ୍ ଚୋରି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନୟାପଲ୍ଲୀ ଅଞ୍ଚଳର…