Browsing Category
ପ୍ରମୁଖ ଖବର
ସୁଭଦ୍ରା ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ, ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହତ୍ୟା
ଢେଙ୍କାନାଳ, ୨୯ ।୮ (ନି.ପ୍ର.) : ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କି ଗାତରେ ପୋତି ଦେଇଥିବା ନେଇ ସ୍ୱାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ…
କଣ୍ଟାନାଳୀ ବାଇପାସ୍ରେ ଶବ ରଖି ଜାତୀୟ ରାଜପଥ ଅବରୋଧ
ଘରଡିହ ପଟ୍ଟା, ଘରଭଙ୍ଗା କ୍ଷତିପୂରଣ ଓ ମୃତକ ପରିବାରକୁ ସହାୟତା ଦାବି
ହାତୀଦାନ୍ତ ଜବତ, ୪ ଗିରଫ
ଗିରଫ ବ୍ୟକ୍ତିମାନେ ହେଲେ ବାଘମୁଣ୍ଡାର ସିପୁନ ପାତ୍ର ଏବଂ ମହାବୀରୋଡ଼ ରେଞ୍ଜ ଅନ୍ତର୍ଗତ ତାମ୍ପେଇ ଗ୍ରାମର ଲକ୍ଷ୍ମୀଧର ନାଏକ, କୁବେର ସିଂହ ଓ ସନାତନ ନାଏକ।
ସ୍ୱର୍ଗତ ବିମଳ ମିଶ୍ରଙ୍କ ସ୍ମୃତିରେ ସାଇଁବିରିରେ ପାଠାଗାର ଓ ମାର୍ଗ ଲୋକାର୍ପିତ
ଢେଙ୍କାନାଳ/ସାଇଁବିରି, ଅଗଷ୍ଟ ୧୪: ନିଜର ପଦ, ପଦବୀ ଓ ସଫଳତା ସତ୍ତ୍ୱେ ଜନ୍ମମାଟିର ସଂସ୍କାରକୁ ଭୁଲିବା ଉଚିତ୍ ନୁହେଁ। ନିଜ ଗାଁ ଓ ଅଞ୍ଚଳର ନିରନ୍ତର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ହିଁ ମାତୃଭୂମି ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ…
ବାଜି ରାଉତଙ୍କ ଜନ୍ମଭୂମି ନୀଳକଣ୍ଠପୁରରେ ‘ତ୍ରିରଙ୍ଗା ପଦଯାତ୍ରା’, ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନ/ଢେଙ୍କାନାଳ, ୧୪ ଅଗଷ୍ଟ: ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ଭୁବନ ବ୍ଲକର ନୀଳକଣ୍ଠପୁର ଗ୍ରାମରେ ଶୁକ୍ରବାର ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ…
ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ : ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ…
ଭୁବନ(ପୂର୍ଣଚନ୍ଦ୍ର ସାହୁ):ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଜଣେ ଯୁବକଙ୍କ ଉତ୍ପାତକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଘରେ ପଶି ପରିବାରର ମହିଳା ଓ ଝିଅଙ୍କ ସହ ଅସଦାଚରଣ କରିବା, ଘରର ଝରକା, ଚେୟାର ସମେତ ଆସବାବପତ୍ର ଭାଙ୍ଗିବା, ମହିଳାଙ୍କୁ ମାଡ଼ ମାରିବା ଓ…
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ
ନୂତନ ଏସଏଚଏଫ ଥେରାପିକ୍ ସେଣ୍ଟର ବା ଆସ୍କାସ ଭବନର ଉଦଘାଟନ
ଇ – ଟେକ୍ ର ମୋନାଲିସା ୫୯୯ ନମ୍ବର ରଖ୍ ଜିଲ୍ଲାକୁ ଗର୍ବିତ କରିଛନ୍ତି
କଠିନ ପରିଶ୍ରମ ଓ ଦୃଢ ଆତ୍ମ ବିଶ୍ବାସ ହିଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥାଏ-ଅଧ୍ୟକ୍ଷ ଡ. ସୁରେଶ୍ ମିଶ୍ର
ଭାଗିରଥି ବିହାର ରେ ଜବରଦଖଲ ଉଛେଦ ହେଲା
ଢେଙ୍କାନାଳ(ମଦନ ମୋହନ ଶତପଥି):ଢେଙ୍କାନାଳ ସହର ର ଭାଗିରଥି ବିହାର ରେ ପୁଲିସ ଦୀର୍ଘ ଦିନର ଜବର ଦାଖଲ ଭାଙ୍ଗିବାକୁ ସକ୍ଷମ ହୋଇଛି I ଭାଗିରଥି ବିହାର ର ସି ବ୍ଲକ ରେ ଭାରତୀ ଦାଶ ନାମକ ଜଣେ ମହିଳା ନିଜ ବାରି ପଟକୁ ଥିବା ସର୍ବସାଧାରଣ ରାସ୍ତା ଉପରେ ଜବର ଦାଖଲ କରି ଏକ ପାଚେରୀ ପକେଇଥିଲେ I…
କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ୯୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
ଢେଙ୍କାନାଳ (ପ୍ରଶାନ୍ତ ତ୍ରିପାଠୀ ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ପ୍ରାୟ ୯୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ…