Take a fresh look at your lifestyle.
Browsing Category

ରାଜ୍ୟ ଖବର

ଶହୀଦ ସରୋଜ ସାହୁଙ୍କ ପାଇଁ ବଣସିଂହ ଅଞ୍ଚଳ ଗର୍ବିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହଠାରେ ଶହୀଦ ସରୋଜ ସାହୁଙ୍କ ୨୫ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦଙ୍କର ଏକ ପୂର୍ଣ୍ଣାବୟାବ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ଅନାବରଣ ହୋଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଖଣି, ଇସ୍ପାତ ଓ…

ବରିଷ୍ଠ ନାଗରିକ , ଜାତିର ସମ୍ପଦ- ମହେଶ ସାହୁ

ଢେଙ୍କାନାଳ :  ଅଭିନନ୍ଦନ ଗାର୍ଡେନ୍ର ସଭାଗୃହରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୮ତମ ପ୍ରତିଷ୍ଠା ଦିବସ ମଂଚର ସଭାପତି ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳନ କରାଯାଇଅଛି । ଏଥିରେ ମାନ୍ୟବର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣେଶଙ୍କ ମୃତିରେ ପୁଷ୍ପମାଲ୍ୟ ଅର୍ପଣ…

ବାବା ପ୍ରେମାନନ୍ଦ ଗିରି ଙ୍କ ୬୩ ତମ ଶ୍ରାଦ୍ଧଉତ୍ସବ ପାଳିତ

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ) ଠାରେ ପରମ ପୂଜ୍ୟ ବାବା ପ୍ରେମାନନ୍ଦ ଗିରିଙ୍କର ୬୩ ତମ ଶ୍ରାଦ୍ଧଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାବା ରାମାନନ୍ଦ ଭାରତୀ ଙ୍କ ଅଧ୍ୟକ୍ଷତା ଓ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ହରିହର…

ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି ଅଭିନବ ଡାଲୁଆ

ଢେଙ୍କାନାଳ : ଜଣେ କୋଇଲା ଟ୍ରକ ମାଲିକ ଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡିଏସପି ଅଭିନବ ଡାଲୁଆ ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ଧରାପଡ଼ିଛନ୍ତି। ଅଭିନବଙ୍କ ସମ୍ପର୍କୀୟଙ୍କ ଘରେ ଓ ସଦର ଥାନା ଆଦି ୮ ଟି…

ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲ ରୁ ମାଈ ହାତୀର ମୃତ ଦେହ ଉଦ୍ଧାର କାରଣ ଅପ୍ସଷ୍ଟ

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଦଦରାଘାଟି ସେସ୍କନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲ ରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହେଇଅଛି ।ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ । ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ…

୫୩ନମ୍ବର ଜାତୀୟ ରାଜପଥ ରେ ଟ୍ରକ ସହ ଅଟୋ ମୁହାଁ ମୁହିଁ ଧକ୍କା,୫ମୃତ

କାମାକ୍ଷାନଗର (ରାଜ କିଶୋର ରାଉତ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥର ଖମ୍ବ ଗାଁ ଛକ ୫୩ ନଂ ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ । ମୃତକ ମାନେହେଲେ କାମାକ୍ଷାନଗର ଥାନା…

ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି

ଢେଙ୍କାନାଳ : ଢେଙ୍କାନାଳ ଆଇନ ମହାବିଦ୍ୟାଳୟରେ ଲାଞ୍ଚ ନହେଲେ କୌଣସି କଥା ଶୁଣୁନାହାନ୍ତି କର୍ମଚାରୀ । ଆଉ ବ୍ୟାକ୍ ପେପର ଫର୍ମ ପୂରଣ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ଦେବାକୁ ପଡୁଛି । ଏପରି ଲାଞ୍ଚ ନେଉଥିବା ବେଳେ ଆଜି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ…

ସର୍ବୋଦୟ ଦିଶାଦର୍ଶନ ଶିବିର ଉଦ୍ଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହସ୍ଥିତ ଇଡିଅଟ୍ ତାଲିମ୍ ଗୃହରେ ତିନିଦିନିଆ ଦିଶାଦର୍ଶନ ଶିବିର ଶନିବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କ୍ରୀଷ୍ଣା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ…

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଶୋକସଭା

କାମାକ୍ଷାନଗର(ରାଜ କିଶୋର ରାଉତ): ଗତ ୨୫ା୭:୨୦୨୨ ତାରିଖ ରେ କାମାକ୍ଷାନଗର ଉପଖଣ୍ଡ ର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା l ଆଜି ସ୍ଥାନୀୟ କାଳୀବଜାର ବାଜିରାଉତ ପ୍ରତିମୂର୍ତ୍ତି ତଳେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା…

ଏକୁଲ ଗାଁ ପାଇଁ ବାଧକ ସାଜିଛି ପିଛୁଳି ନଦୀ :ଷ୍ଟ୍ରେଚରରେ ବୁହା ହେଇ ନଦୀ ପାର ହେଲେ ଜ୍ଵରରେ ପିଡିତା ମହିଳା

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ରେ ଅବସ୍ଥିତ ଅପହଞ୍ଚ ଭାବେ ପରିଚିତ କଙ୍କଡାହାଡ଼ ବ୍ଲକର ନଗଡା କୁହା ଯାଉଥିବା ଏକୁଲ ଗ୍ରାମ ।ଏକୁଲ ଉପରେ ନିର୍ଭର କରୁଛନ୍ତି ଅନ୍ୟ ତିନୋଟି ଗ୍ରାମ ସେକୁଲ,କୋଟ, ପୁଟିପାଳ ଗ୍ରାମର ୧୦୦ ପରିବାର ବସବାସ କରିଥାନ୍ତି ।ଏକୁଲ…