Browsing Category
ରାଜ୍ୟ ଖବର
ଏକଘରିଆ ଠାରେ ବିଶ୍ୱ ଶାନ୍ତି ଗ୍ରହ ଯଜ୍ଞ
ଢେଙ୍କାନାଳ :୨୩.୧୧.୨୩ ଶରଣ ଶ୍ରୀକ୍ଷେତ୍ର ଏକ ଘରିଆ ଠାରେ ଶାକଦୀପ ସୌର ବ୍ରାହ୍ମଣ ପରିଷଦ ତରଫରୁ ଏକ ଦିବସୀୟ ବିଶ୍ୱ ଶାନ୍ତି ଗ୍ରହ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l
ଏହି ଯଜ୍ଞlନୁଷ୍ଠାନରେ ଢେଙ୍କାନାଳ ଅନୁଗୋଳ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ଜିଲ୍ଲାର ସୌର ବ୍ରାହ୍ମଣ ପରିବାର ସଦସ୍ୟ…
ରୋଟାରୀ କ୍ଲବ ରାଜଧାନୀ ପକ୍ଷରୁ ଗୋପବନ୍ଧୁ ଟାଉନ ହଲ ଠାରେ “ସାହିତ୍ୟ ସମ୍ଭାର ସମାବେଶ”
ଢେଙ୍କାନାଳ - ରୋଟାରିକ୍ଲବ ରାଜଧାନୀ, ଭୁବନେଶ୍ୱର ଆନୁକୂଲ୍ୟରେ ଅବାହିକା ନାରୀକଵି ରୋଟାରିଆନ ସସ୍ମିତା ଦାଶ ଙ୍କ ଆବାହକତ୍ୱ ରେ 19.11.2023 ରବିବାର ଦିନ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ପରିସରରେ "ସାହିତ୍ୟ ସମ୍ଭାର ସମାବେଶ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |
ଏହି ରାଜ୍ୟ ସ୍ତରୀୟ…
ବିଜ୍ଞାନ ଶିକ୍ଷକ ଅଭୟ ଶତପଥୀ ଜାତୀୟ ସମ୍ମାନରେ ସମ୍ମାନୀତ
ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଶିକ୍ଷା କ୍ଷେତ୍ର ରେ ଉକôର୍ଷ ପ୍ରତିପାଦନ ନିମନ୍ତେ ବିଜ୍ଞାନ ଶିକ୍ଷକ ଅଭୟ କୁମାର ଶତପଥୀ ଙ୍କୁ ଶରତଚନ୍ଦ୍ର ସାଇନସ୍ ପ୍ରମୋଶନ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଛି ।
ଶ୍ରୀ ଶତପଥୀ ବିଦ୍ୟାଳୟ ସ୍ତରରେ ବିଜ୍ଞାନ କୁ ଲୋକପ୍ରିୟ କରିବା…
ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ଭୁବନ : ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଆଜି ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ…
କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
କୋଣାର୍କ : ୦୮.୧୦.୨୦୨୩ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ପୂଜା ନିମନ୍ତେ କୋଣାର୍କରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ବହୁ ଘାତ ପ୍ରତିଘାତ ମଧ୍ୟରେ କୋଣାର୍କ ନିକଟସ୍ଥ ବେଠିଆ ଗଦା ନିକଟରେ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା ପାଇଁ ମୁକେଶ ଜେନଙ୍କ ନେତୃତ୍ୱରେ ଏହି ନିର୍ମାଣ…
ସମ୍ବାଦ ପତ୍ର ଓ ସାମ୍ବାଦିକମାନଙ୍କୁ ଦମନ ଉଦ୍ୟମ ବିରୁଦ୍ଧରେ ଗଣ ପ୍ରତିବାଦ
ଢ଼େଙ୍କାନାଳ : ଗଣତନ୍ତ୍ର, ଜନଦରଦୀ, ସତ୍ୟବାଦୀ, ଗଣତନ୍ତ୍ର ସପକ୍ଷବାଦୀ ସମ୍ବାଦ ପତ୍ର ଓ ମୁକ୍ତ ସାମ୍ବାଦିକମାନଙ୍କ ଉପରେ ଦିଲ୍ଲୀ ପୋଲିସ୍ ଚଢ଼ାଉକରି ନଗ୍ନ ଆକ୍ରମଣ କରିବା ବିରୁଦ୍ଧରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଗତିଶୀଳ ନାଗରିକ ମଂଚ ତରଫରୁ ପ୍ରତିବାଦ କରାଯାଇ…
ନାବାଳିକ ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା
ଢେଙ୍କାନାଳ: ମୋଟଙ୍ଗା ଥାନା ଅଂଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରକରି ଆଜି ଫାଷ୍ଟ୍ରଟ୍ରାକ୍-ସ୍ପେସାଲ୍ କୋଟ୍ ବିଚାରପତି ସୂର୍ଯ୍ୟମଣି ମହାପାତ୍ର, ଅଭିଯୁକ୍ତ ଶତ୍ରୁଘ୍ନ ଦେହୁରୀକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।…
ସିକିମ ରେ ସହୀଦ ହେଲେ ଓଡ଼ିଆ ଯବାନ ସରୋଜ
କାମାକ୍ଷାନଗର: ସିକିମ ର ପ୍ରଳୟଙ୍କରୀ ବନ୍ୟାରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଦେଶ ମାତୃକା ର ସେବାପାଇଁ ସହୀଦ ହୋଇଛନ୍ତି । ଦୀର୍ଘ ଚବିଶ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଚାଲିଥିବକ୍ଷ ସର୍ଚ୍ଚ ଅପରେସନ ରେ ଆଜି ସରୋଜ ଙ୍କ ମୃତଦେହ କୁ ସେନାବାହିନୀ ଉଦ୍ଧାର…
ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି : ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ସକାଳେ ଉତ୍ତର-ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଏବଂ…
ବ୍ୟାଙ୍କକ୍ ଠାରେ ଉନ୍ମୋଚନ ହେଲା ଏନଏ ଶାହ ଅନସାରୀଙ୍କ ପୁସ୍ତକ କମ୍ୟୁନିଟି ରେଡିଓ: ୧୦୦ ଆନ୍ସର୍ସ ଟୁ ମେକ ୱେଭ୍ସ
ବ୍ୟାଙ୍କକ୍: ଆଜି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରେ ଆମାସାଟ ବିଶ୍ଵ ବିଦ୍ୟାଳୟ ପରିସର ରେ ଆୟୋଜିତ ହେଉଥିବା ଏସୀଆ- ପ୍ରଶାନ୍ତ ମହଦେଶୀୟ ଗୋଷ୍ଠୀ ବେତାର ମହା ସମ୍ମିଳନୀ ଅବସରରେ ବିଶିଷ୍ଟ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍. ଏ. ଶାହା ଅନସାରୀଙ୍କ ଲିଖିତ ପୁସ୍ତକ Community Radio:…