Take a fresh look at your lifestyle.

ଏକଘରିଆ ଠାରେ ବିଶ୍ୱ ଶାନ୍ତି ଗ୍ରହ ଯଜ୍ଞ

0 8

ଢେଙ୍କାନାଳ :୨୩.୧୧.୨୩ ଶରଣ ଶ୍ରୀକ୍ଷେତ୍ର ଏକ ଘରିଆ ଠାରେ ଶାକଦୀପ ସୌର ବ୍ରାହ୍ମଣ ପରିଷଦ ତରଫରୁ ଏକ ଦିବସୀୟ ବିଶ୍ୱ ଶାନ୍ତି ଗ୍ରହ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l

ଏହି ଯଜ୍ଞlନୁଷ୍ଠାନରେ ଢେଙ୍କାନାଳ ଅନୁଗୋଳ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ଜିଲ୍ଲାର ସୌର ବ୍ରାହ୍ମଣ ପରିବାର ସଦସ୍ୟ ଉପସ୍ଥିତି ରହିଥିଲେ l

ସୌର ବ୍ରାହ୍ମଣର ଉତ୍ପତ୍ତି, ସୌର ବ୍ରାହ୍ମଣ ର ସମାଜ଼ ପ୍ରତି କର୍ତ୍ତବ୍ୟ ଏବଂ ନିଜର ଆଚରଣ ବିଷୟରେ ମାର୍ଗ ଦର୍ଶନ କରାଇଥିଲେ ରାଜ୍ୟ ସଭାପତି ତଥା ମୁଖ୍ୟ ଅତିଥି ପଣ୍ଡିତ ରଘୁନାଥ ଦାସ,ସମ୍ମାନୀତ ଅତିଥି ପଣ୍ଡିତ ଶରତ ଚଦ୍ର ନାୟକ ମୁଖ୍ୟ ଉପଦେଷ୍ଟା ଓଡିଶା ,ସମ୍ମାନୀତ ଅତିଥି ଦେବ ବାଚସ୍ପତି ପଣ୍ଡିତ ବୀରେନ୍ଦ୍ର ତ୍ରିପାଠୀ,ସମ୍ମାନୀତି ଅତିଥି ଅନନ୍ତ ଚରଣ ନାୟକ ଉପ ସଭାପତି ଓଡିଶା,ସମ୍ମାନୀତି ଅତିଥି ଅଚ୍ୟୁତାନନ୍ଦ ନାୟକ ଯୁଗ୍ମ ସମ୍ପାଦକ ଓଡିଶା,ବିଭୁ ପ୍ରସାଦ ନାୟକ ପରିଚାଳକ ସୌର ବ୍ରାହ୍ମଣ ବୈଦିକ ଶିକ୍ଷାନୁଷ୍ଠାନ, ରବୀନ୍ଦ୍ର କୁମାର ନାୟକ, କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଦୀପ୍ତ କୁମାର ନାୟକ, ପ୍ରଫୁଲ କୁମାର ନାୟକ,ଜିଲ୍ଲା ସଭାପତି ପୁରୁଷୋତ୍ତମ ନାୟକ, କୋଷାଧ୍ୟକ ନିର୍ମଳ ଚନ୍ଦ୍ର ନାୟକ, ସମ୍ପାଦକ ପ୍ରଭାତ କୁମାର ନାୟକ, କାର୍ଯ୍ୟ କାରିଣୀ ସଭାପତି ଅମୀୟ କୁମାର ନାୟକ, ଉପସଭାପତି ଏବଂ ମେଡିଆସେଲ ପ୍ରଭାରୀ ଜ୍ୟୋତି ଶଙ୍କର ନାୟକ,ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ନାୟକ,ପଣ୍ଡିତ ସୁବାଷ ଚନ୍ଦ୍ର ନାୟକ, ପଣ୍ଡିତ ପ୍ରମୋଦ କୁମାର ନାୟକ, ପ୍ରମୋଦ କୁମାର ନାୟକ, ପ୍ରଫୁଲ କୁମାର ନାୟକ l

- Advertisement -

Leave A Reply

Your email address will not be published.