Take a fresh look at your lifestyle.
Daily Archives

November 21, 2023

ଗଁନ୍ଦିଆ ବ୍ଲକ ରେ ବିଜେପି ର ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ

ଗଁନ୍ଦିଆ ୨୧/୧୧ - ଢ଼େଙ୍କାନାଳ ବିଜେପି ପକ୍ଷରୁ ଆଜି ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ ପ୍ରଦର୍ଶନ କରାଯାଇଛି। ପ୍ରାୟ ୩ହଜାର ରୁ ଉର୍ଦ୍ଧ ନେତା ଓ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଦଳ ପକ୍ଷରୁ ସମସ୍ତେ ଗଁନ୍ଦିଆ କଲେଜ…

ରସି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ:ପ୍ରେମିକ ମୃତ ପ୍ରେମିକା ଗୁରୁତର

ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ, ଗୁରୁତର ପ୍ରେମିକା ଡାକ୍ତରଖାନାରେ ଭର୍ତ୍ତି ଢେଙ୍କାନାଳ ସଦର:ପ୍ରେମ କୁ ନେଇ ଢେଙ୍କାନାଳରେ ଘଟିଛି ଅଭାବନୀୟ ଘଟଣା । ବେକରେ ରସି ଲଗାଇ ଗଛ ରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଜଣଙ୍କ ଗୁରୁତର ହୋଇଛନ୍ତି।…

ରୋଟାରୀ କ୍ଲବ ରାଜଧାନୀ ପକ୍ଷରୁ ଗୋପବନ୍ଧୁ ଟାଉନ ହଲ ଠାରେ “ସାହିତ୍ୟ ସମ୍ଭାର ସମାବେଶ”

ଢେଙ୍କାନାଳ - ରୋଟାରିକ୍ଲବ ରାଜଧାନୀ, ଭୁବନେଶ୍ୱର ଆନୁକୂଲ୍ୟରେ ଅବାହିକା ନାରୀକଵି ରୋଟାରିଆନ ସସ୍ମିତା ଦାଶ ଙ୍କ ଆବାହକତ୍ୱ ରେ 19.11.2023 ରବିବାର ଦିନ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ପରିସରରେ "ସାହିତ୍ୟ ସମ୍ଭାର ସମାବେଶ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ଏହି ରାଜ୍ୟ ସ୍ତରୀୟ…