Take a fresh look at your lifestyle.
Daily Archives

November 19, 2023

ଓଡାପଡା  ରେ କୃଷକ ତାଲିମ୍ ଶିବିର ଏବଂ କୃଷି ଯନ୍ତ୍ରପାତି ବଣ୍ଟନ

ଢେଙ୍କାନାଳ: ଅଖିଳ ଭାରତୀୟ ସମନ୍ୱିତ ଅନୁସନ୍ଧାନ ପ୍ରକଳ୍ପ ଅଧିନ ସଠିକ୍ ପୋଷଣ ଓ ଶରୀର କ୍ରିୟା ମାଧ୍ୟମରେ ପ୍ରାଣୀମାନଙ୍କର ପ୍ରଜନନ କ୍ଷମତା ଅଭିବୃଦ୍ଧି ପରିଯୋଜନା ନିମନ୍ତେ ,ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର…

ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ

ଢେଙ୍କାନାଳ: ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ୱାରା ଆହୁତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଏହି ପରାକ୍ରମୀ ଓ ସ୍ୱାଭିମାନୀ…

ପାଚିକା – ସହାୟିକା ସଂଘର ବୈଠକ: ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ଦାବୀ

ଢେଙ୍କାନାଳ :  ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଗତ ସେପ୍ଟେମ୍ବର ୨୭ ତାରିଖରେ ହୋଇଯାଇଥିବା…

ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ ସ୍ୱନକ୍ଷତ୍ର ଉତ୍ସବ

ଢେଙ୍କାନାଳ : ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ର ୧ମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ରୂପେ ଶ୍ରୀ ଶ୍ରୀ…

ମହିଳା ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର

ଭୁବନ ୧୯.୧୧-  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ ସି ଏସ ଏସ ଆର , ନୂଆଦିଲ୍ଲୀ ଆନୁକୁଲ୍ୟରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ହ୍ୟୁମାନ ରାଇଟସ୍ କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏକବିଂଶ ଶତାବ୍ଦୀରେ ନାରୀ ଙ୍କ…

ବିଜ୍ଞାନ ଶିକ୍ଷକ ଅଭୟ ଶତପଥୀ ଜାତୀୟ ସମ୍ମାନରେ ସମ୍ମାନୀତ

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଶିକ୍ଷା କ୍ଷେତ୍ର ରେ ଉକôର୍ଷ ପ୍ରତିପାଦନ ନିମନ୍ତେ ବିଜ୍ଞାନ ଶିକ୍ଷକ ଅଭୟ କୁମାର ଶତପଥୀ ଙ୍କୁ ଶରତଚନ୍ଦ୍ର ସାଇନସ୍ ପ୍ରମୋଶନ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଛି । ଶ୍ରୀ ଶତପଥୀ ବିଦ୍ୟାଳୟ ସ୍ତରରେ ବିଜ୍ଞାନ କୁ ଲୋକପ୍ରିୟ କରିବା…