Take a fresh look at your lifestyle.
Monthly Archives

October 2023

ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱର୍ଗତା ପ୍ରଧାନ ମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

ଢେଙ୍କାନାଳ: ଅଦ୍ୟ ତା 31/10/2023(ମଙ୍ଗଳ ବାର)ରିଖ ସ୍ଥାନୀୟ ଗାନ୍ଧୀ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ପୂଣ୍ଯ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ…

ନିୟୁ ଓରିଶା ଦ୍ୱାରା ଉର୍ନ୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ

 ସଦର ବ୍ଲକ:  ର ଭଳିଆବୋଲକାଟେଣୀ ଗ୍ରାମ ପଂଚାୟତ ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ସଂସାଇଲୋ ଗ୍ରାମ ରେ ନିୟୁ ଓରିଶା ସାମାଜିକ ସଂଗଠନ ଓ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ଙ୍କ ମିଳିତ ସହଯୋଗ ରେ ଉର୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.। ଏହି କାର୍ଯ୍ୟକ୍ରମ ରେ…

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ଢେଙ୍କାନାଳ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହେଇଯାଇଛି l ଏହି ଅବବସରରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ନୀଳ ପତାକା ଦେଖାଇ ସଞ୍ଚୟ ରଥର ଶୁଭାରମ୍ଭ କରିଛନ୍ତି l ଏହି ରଥର ମୁଖ୍ୟ ଉଦ୍ୟେଶ ହେଇଛି ଲୋକମାନଙ୍କୁ ସଞ୍ଚୟ ର ଉପକାରିତା…

ଓଡିଶା ବିପର୍ଯୟ ପରିଚାଳନା ପ୍ରସ୍ତୁତି ଦିବସ ପାଳିତ

ଢେଙ୍କାନାଳ :ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତା ରେ ଓଡିଶା ବିପର୍ଯୟ ପରିଚାଳନା ପ୍ରସ୍ତୁତି ଦିବସ ପାଳିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସେଠି କହିଥିଲେ ଯେ,…

ଭୁବନ କଂଗ୍ରେସ ତରଫରୁ ବନ୍ଧୁ ମିଳନ

ଭୁବନ : ଭୁବନ ଟାଉନ କଂଗ୍ରେସ ତରଫରୁ ସ୍ଥାନୀୟ ବଣଚଣ୍ଡୀ ପୀଠରେ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ବିନୋଦ ମହାରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା…

ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଚାଲିଛି ମା ‘ ଙ୍କ ପୂଜା

ଭୁବନ : ଜଗଜ୍ଜନନୀ , ଧନଦାତ୍ରି,ଅନ୍ନପୂର୍ଣ୍ଣା ମା ' ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଚନ୍ଦ୍ର ଗ୍ରହଣ ସକାଶେ ସନ୍ଧ୍ୟା ୬ ଘଟିକା ସୁଦ୍ଧା ସମସ୍ତ ପୂଜା ପ୍ରତିଷ୍ଠାନରେ ମା ' ଙ୍କ ପୂଜା ଶେଷ କରାଯାଇ ପହଡ଼ ପଡ଼ିଥିଲା । ଚଳିତ ବର୍ଷ ମଉଡମଣି ପୂଜା…

ଭୁବନ ଲକ୍ଷ୍ମୀପୂଜା ମଣ୍ଡପ ପରିଦର୍ଶନ କଲେ ମନ୍ତ୍ରୀ,ସାଂସଦ

ଭୁବନ : ଗତ କାଲି ଠାରୁ ଭୁବନ ର ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଜଗଜ୍ଜନନୀ ମା ଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି ।ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଯୁବକ ସଂଘ, ଅରାସାହି ର ସ୍ଵତନ୍ତ୍ର ନିମନ୍ତ୍ରଣ କ୍ରମେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…

ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା -2023 ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ :  ଆଜି ଅପରାହ୍ନରେ ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ବିଶ୍ଵପ୍ରସିଦ୍ଧ ଗଜଲଷ୍ମୀ ପୂଜା ଅବସରରେ ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା 2023 ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ…

କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଁ ସାହିର ଫୁଲ ହେମ୍ବ୍ରମ ଙ୍କର ଘର…

କଙ୍କଡାହାଡ଼:  ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଁ ସାହିର ଫୁଲ ହେମ୍ବ୍ରମ ଙ୍କର ଘର ପୋଡି ଦୁଃଖଦ ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ…

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା କାଲି ଚନ୍ଦ୍ର ଗ୍ରହଣ ଥିବାରୁ ବିଶେଷ ପୂଜା…

ଢେଙ୍କାନାଳ :  କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା କାଲି ୨୮.୧୦.୨୦୨୩ ଚନ୍ଦ୍ର ଗ୍ରହଣ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯିବ। ସକାଳ ନୀତି ପରେ ପରେ ମଧ୍ୟାହ୍ନ ଅର୍ନ ନୀତି ପରେ ପହଡ଼ ପଡ଼ିବ ।ପହଡ଼ ଫିଟା ଯାଇ ସନ୍ଧ୍ୟା ଆଳତି ରାତ୍ର ଧୂପ କରାଯିବ ।…