Take a fresh look at your lifestyle.
Daily Archives

October 2, 2023

ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା

ଭୁବନ ୨.୧୦- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ର କଞ୍ଚନବାହାଳି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା l ଲୋକମାନେ ଏହା ଦ୍ବାରା ସୁବିଧାରେ ପାଣି ପାଉଥିଲେ l ଲଘୁଚାପ ଜନିତ ବର୍ଷା ପବନରେ ସୋଲାର ଚ୍ୟାନେଲ ଉଡ଼ି ଯାଇଥିବା ଯୋଗୁଁ ଏହି ପ୍ରକଳ୍ପ ଟି…

ଗାନ୍ଧୀ ଜୟନ୍ତୀ ରେ ମାଗଣା ସ୍ବାସ୍ଥ୍ୟ ଶିବିର

ଭୁବନ ୨.୧୦- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଇ ଡି ଏ ( ଇଣ୍ଡଷ୍ଟ୍ରିଆଲ ସିଟି ବ୍ରାଞ୍ଚ,ଅନୁଗୁଳ) ଏବଂ ବିଷ୍ଣୁପ୍ରିୟା ଗାଲାକ୍ସି ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଡ଼ା ରାମ ବାରିକ , ଡ଼ା ପି ପି ସ୍ୱାଇଁ, ଡ଼ା ଅମୂଲ ବାରିକ , ଡ଼ା…

ଭୁବନ ମହିଳା ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” ଅନୁଷ୍ଠିତ

ଭୁବନ ୨.୧୦- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏନ୍ ଏସ ଏସ (ଜାତୀୟ ସେବା ଯୋଜନା ) ୟୁନିଟ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଦାସ…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ସ୍ୱଛତା ଅଭିଜାନ

ଢେଙ୍କାନାଳ : ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ଅବସରରେ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ଆନୁକୁଲ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମୁହିକ ନିରବ ପ୍ରାର୍ଥନା (ଦୁଆ) ପରେ ଯୁବକମାନେ…

ଆଦିବାସୀଙ୍କ ସମସ୍ୟା ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

ଢେଙ୍କାନାଳ: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ଥ ପର୍ଜଙ୍ଗ, କଙ୍କଡାହଡା ଓ ଗଁଦିଆ ବ୍ଲକ ଅଂଚଳ ରେ ବସବାସ କରୁଥିବା ଆଦିବାସୀ ସମାଜରେ କୋ ପ୍ରଥା ତଥା ଗୁଣିଗାରେଡି ଅନ୍ଧବିଶ୍ୱାସ ନିଶା ହିଂସା ଦ୍ୱାରା ଆଦିବାସୀ ମାନେ ନିଜ ନିଜ ଭିତରେ ଜମି ଜାଗାକୁ କେନ୍ଦ୍ର କରି ପରଷ୍ପର ଭିତରେ ବିବାଦ ହେବା,…

ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ସ୍ୱଚ୍ଛତା ଦିବସ ପାଳନ

ଢେଙ୍କାନାଳ: ମହାତ୍ମାଗାନ୍ଧୀଙ୍କ ଜନ୍ମ ମାସ ଅବସରରେ ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଆଜି ଏକ ଘଂଟା କାର୍ଯ୍ୟକ୍ରମ ପାଳନ କରାଯାଇଛି । ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥାର ସମସ୍ତ କର୍ମଚାରୀ ମିଳି ମିଶି ପୂର୍ବତନ ସେବାୟତ ସହଯୋଗୀ…

ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବାର୍ଷିକୋତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ସ୍ଥାନୀୟ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଜଗଦ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଜିଲ୍ଲାର ଭକ୍ତ ଗୋଷ୍ଠୀମାନଙ୍କ ଦ୍ୱାରା ଠାକୁରଙ୍କ ବାର୍ଷିକ ଉତ୍ସବ ଓ ସନାତନ…

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ଷ୍ପଷ୍ଟିକରଣ

ଢେଙ୍କାନାଳ:ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ସବଡିଭିଜନର ପର୍ଜଙ୍ଗ ବ୍ଲକଠାରୁ ଭୂବନ ବ୍ଲକ ପର୍ଯ୍ୟନ୍ତ ଗସ୍ତରେ ଆସି ବିଭିନ୍ନ ଜାଗାରେ ପଥପ୍ରାନ୍ତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ । ସେଥି ମଧ୍ୟରେ କଙ୍କଡାହାଡ ବ୍ଲକର…

ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘ ବୈଠକ

ଢେଙ୍କାନାଳ: ସ୍ଥାନୀୟ ଯାଉଁଳୀ ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘର କର୍ମକର୍ତାମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ରୁଦ୍ର ନାରାୟଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ସରୋଜ କୁମାର ନାୟକ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ…

ସତ୍ୟଧର୍ମ ପ୍ରଚାର ପାଇଁ ବୈଠକ

ଢେଙ୍କାନାଳ: ଢେଙ୍କାନାଳ ସହର ବଳରାମ ମନ୍ଦିର ପରିସରରେ ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବାସୀ ପ୍ରଭୁଙ୍କର ସତ୍ୟଧର୍ମ ତଥା ସନାତନ ଧର୍ମ ଓ ପାଦପଦ୍ମର ପ୍ରଚାର ପ୍ରସାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୀକ୍ଷା ନେଇଥିବା ଗୁରୁଭାଇମାନେ ଏହି ବୈଠରେ…