Take a fresh look at your lifestyle.
Daily Archives

October 2, 2023

ପିସିସି ସଭାପତିଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

ଢେଙ୍କାନାଳ : ଗତ ଶନିବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ପର୍ଜଙ୍ଗଠାରେ ପହଁଚିଥିଲେ । ସେଠାରେ ଜିଲ୍ଲା କଂଗ୍ରେସ କମିଟି ତଥା ପର୍ଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ଶୋଭାଯାତ୍ରାରେ ଆସି ବୀର ମହେଶ…

ମଠ ପରିସରକୁ ସଫାକଲେ ଆଇୱାର କର୍ମକର୍ତା

ଢେଙ୍କାନାଳ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି । ସେହି ପରିପ୍ରେକ୍ଷୀରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକର୍ତାମାନେ ଢେଙ୍କାନାଳ ସହରସ୍ଥିତ ଜାଉଁଳିପୋଖରୀ ମଠ…

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଢେଙ୍କାନାଳ : ସ୍ଥାନୀୟ ଦକ୍ଷିଣକାଳୀ ମନ୍ଦିର ପରିସରରେ "ଆମ ପ୍ରତିଭା ଆମ ସମ୍ମାନ' ଓ "ଆର୍ଟ ଅଫ୍ ଲିଭିଙ୍ଗ୍' ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ, ଆମ ପ୍ରତିଭା ଆମ ସମ୍ମାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ଆର୍ଟ…