Take a fresh look at your lifestyle.
Daily Archives

October 5, 2023

ଶଙ୍କରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି – ୨୦୨୩

ଢେଙ୍କାନାଳ : ଢେଙ୍କାନାଲ ସଦର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି – ୨୦୨୩ କାର୍ଯ୍ୟକ୍ରମ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜିକା ରମା ବେହେରାଙ୍କ ନେତୃତ୍ୱରେ ନୁଷ୍ଠିତ ହୋଇଯାଇଅଛି । ଉକ୍ତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଶଙ୍କରପୁର…

ସିକିମ ରେ ସହୀଦ ହେଲେ ଓଡ଼ିଆ ଯବାନ ସରୋଜ

କାମାକ୍ଷାନଗର: ସିକିମ ର ପ୍ରଳୟଙ୍କରୀ ବନ୍ୟାରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଦେଶ ମାତୃକା ର ସେବାପାଇଁ ସହୀଦ ହୋଇଛନ୍ତି । ଦୀର୍ଘ ଚବିଶ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଚାଲିଥିବକ୍ଷ ସର୍ଚ୍ଚ ଅପରେସନ ରେ ଆଜି ସରୋଜ ଙ୍କ ମୃତଦେହ କୁ ସେନାବାହିନୀ ଉଦ୍ଧାର…

ସାରା ଓଡିଶା କମ୍ପ୍ୟୁଟର ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ

କଟକ: କଟକ ର ସ୍ଥାନୀୟ ବକ୍ସି ବଜାର ସ୍ଥିତ ପେନ୍ସନ୍ ଲେନ୍ ରେ ସାରା ଓଡିଶା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଓଡିଶା ଉଫୁନା ର ମୁଖ୍ୟ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥୀ ଭାବେ ଯୋଗ ଦେଇ…

ପ୍ରସ୍ତୁତି ବୈଠକ ରେ ନିଷ୍ପତି,କପିଳାସ ମହୋତ୍ସବ ନଭେମ୍ବର ୨୫ ରୁ

ଢେଙ୍କାନାଳ : ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ମାଇକ୍ରୋମିଡ଼ିଆ ଆୱାରନେସର ପକ୍ଷରୁ କପିଳାସ ମହୋତ୍ସବ ୨୦୨୩ ଓ ଅନୁଷ୍ଠାନର ୨୧ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଓ ପ୍ରତିଭା ଚୟନ ଆୟୋଜନ ନିମନ୍ତେ ମହାବୀର ବଜାର ସ୍ଥିତ ମମତାମଣ୍ଡପରେ ପ୍ରସ୍ତୁତି…

ଡଃ. ପ୍ରଫୁଲ୍ଲ ପାଣିଙ୍କୁ ଢେଙ୍କାନାଳ ଗୈାରବ ସମ୍ମାନ

ଢେଙ୍କାନାଳ : ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ପରିସର ରେ ସାପ୍ତାହିକ ସମ୍ବାଦପତ୍ର ସବୁଜ ଓଡିଶାର ଖୋଲାଫର୍ଦ ପକ୍ଷରୁ ୩୨ ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବ ରେ ଢେଙ୍କାନାଳ ସାଂସଦ ମୁଖ୍ୟ ଅତିଥି, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ଏବଂ…

ସ୍ୱଚ୍ଛତା ହିଁ ସୁସ୍ଥତାର ବାର୍ତା ଦେଲେ ଆଇୱା ର କର୍ମୀ

ଢେଙ୍କାନାଳ : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି । ସେହି ପରିପ୍ରେକ୍ଷୀରେ ଢେଙ୍କାନାଳ ବନ ବିଭାଗ ଆନୁକୂଲ୍ୟରେ ସଦର ବ୍ଲକ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳୀରେ ଏକ ସ୍ୱଚ୍ଛ ଭାରତ ଅଭିଯାନ…

16 ଦିନରେ ପହଞ୍ଚିଲା ସରପଞ୍ଚମାନଙ୍କ ଆନ୍ଦୋଳନ

ଭୁବନେଶ୍ଵର : ସରପଞ୍ଚମାନଙ୍କ 15 ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହ ବାରମ୍ୱାର ଆଲୋଚନା କରିବା ପରେ ଏହାର ସମାଧାନ ଦିଗରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ଗତ ସେପ୍ଟେମ୍ୱର 23 ତାରିଖ ଠାରୁ ପିଏମଜି ଛକ ଠାରେ ସରପଞ୍ଚମାନଙ୍କ ଚାଲିଥିବା ଧାରଣା 16 ଦିନରେ ପହଞ୍ଚିଛି । ଆଜି…