Take a fresh look at your lifestyle.

ଡଃ. ପ୍ରଫୁଲ୍ଲ ପାଣିଙ୍କୁ ଢେଙ୍କାନାଳ ଗୈାରବ ସମ୍ମାନ

0 7

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ପରିସର ରେ ସାପ୍ତାହିକ ସମ୍ବାଦପତ୍ର ସବୁଜ ଓଡିଶାର ଖୋଲାଫର୍ଦ ପକ୍ଷରୁ ୩୨ ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବ ରେ ଢେଙ୍କାନାଳ ସାଂସଦ ମୁଖ୍ୟ ଅତିଥି, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ଏବଂ କାମାଖ୍ୟାନଗର ଏନଏସିର ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ସମ୍ମାନୀତ ଅତିଥି ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ବିଶିଷ୍ଠ ସାହିତି୍ୟକ, ସମ୍ଭକାର ଡଃ. ପ୍ରଫୁଲ୍ଲ କୁମାର ପାଣିଙ୍କୁ ଢେଙ୍କାନାଳ ଗୈାରବ ସମ୍ମାନ ରେ ଅତିଥି ମାନେ ସମ୍ମାନୀତ କରିଛନ୍ତି । ଡଃ. ପାଣି ଙ୍କର ସମାଜ ସମେତ ବିଭିନ୍ନ ଖବର କାଗଜ ଓ ପତ୍ରପତ୍ରିକା ରେ ଉଚକୋଟିର ଲେଖା ପ୍ରକାଶ ପାଇ ଆସୁଛି I

ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଡଃ.ଦେବୀ ପ୍ରସାଦ ମିଶ୍ର, ସହକାରୀ ଆରକ୍ଷୀ ନିରୀକ୍ଷକ ମାଧବ ଚନ୍ଦ୍ର ନାୟକ,ଆଇନଜୀବି ନିର୍ମଳ ମିଶ୍ର ଓ ବୈକୁଣ୍ଠନାଥ ଦ୍ୱିବେଦୀ ପ୍ରମୁଖଙ୍କୁ ବିଭିନ୍ନ ସମ୍ମାନ ରେ ସମ୍ମାନୀତ କରାଯାଇଛି । ସବୁଜ ଓଡିଶାର ଖୋଲାଫର୍ଦ ସମ୍ପାଦକ ବିମଳ ଭଞ୍ଜଦେଓ ଙ୍କ ସଂଯୋଜନା ଓ ରେ ଅନୁଷ୍ଠିତ ସଭା ରେ ସମ୍ବାଦିକ ରସାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.