Take a fresh look at your lifestyle.
Daily Archives

October 7, 2023

ସମ୍ବାଦ ପତ୍ର ଓ ସାମ୍ବାଦିକମାନଙ୍କୁ ଦମନ ଉଦ୍ୟମ ବିରୁଦ୍ଧରେ ଗଣ ପ୍ରତିବାଦ

ଢ଼େଙ୍କାନାଳ : ଗଣତନ୍ତ୍ର, ଜନଦରଦୀ, ସତ୍ୟବାଦୀ, ଗଣତନ୍ତ୍ର ସପକ୍ଷବାଦୀ ସମ୍ବାଦ ପତ୍ର ଓ ମୁକ୍ତ ସାମ୍ବାଦିକମାନଙ୍କ ଉପରେ ଦିଲ୍ଲୀ ପୋଲିସ୍ ଚଢ଼ାଉକରି ନଗ୍ନ ଆକ୍ରମଣ କରିବା ବିରୁଦ୍ଧରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଗତିଶୀଳ ନାଗରିକ ମଂଚ ତରଫରୁ ପ୍ରତିବାଦ କରାଯାଇ…

ଢେଙ୍କାନାଳ ଡାକମଣ୍ଡଳ ଅଭିକର୍ତାମାନଙ୍କ ବୈଠକ

ଢେଙ୍କାନାଳ: ସ୍ୱଳ୍ପ ସଂଚୟ ଅଭିକର୍ତା ସଂଘର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅଭିକର୍ତାମାନେ ଯୋଗଦେଇ ସଂଘର ସମସ୍ତ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଜଣାଗଲା ଯେ, ମାନ୍ୟବର କେନ୍ଦ୍ର ସରକାର ଆମର ସମସ୍ତ…

ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ ଆଜି ରୁଦ୍ରାନ୍ତ ଦଳେଇ କଦଳୀ ବଗିଚା, ଭଗବାନପୁର ଠାରେ ସଂଘର ସଭାପତି ରୁଦ୍ରାନ୍ତ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସଭାପତି ରୂପେ ରୁଦ୍ରାନ୍ତ କୁମାର ଦଳେଇ, କାର୍ଯ୍ୟକାରୀ ସଭାପତି ଭାବେ…

ନାବାଳିକ ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା

ଢେଙ୍କାନାଳ: ମୋଟଙ୍ଗା ଥାନା ଅଂଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରକରି ଆଜି ଫାଷ୍ଟ୍ରଟ୍ରାକ୍-ସ୍ପେସାଲ୍ କୋଟ୍ ବିଚାରପତି ସୂର୍ଯ୍ୟମଣି ମହାପାତ୍ର, ଅଭିଯୁକ୍ତ ଶତ୍ରୁଘ୍ନ ଦେହୁରୀକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।…

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଚେସ୍ ପ୍ରତିଯୋଗିତା

ଢେଙ୍କାନାଳ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଚେସ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା…