ନବାଗତଙ୍କୁ ସ୍ୱାଗତ କଲା ଆଇଆଇଏମ୍ସି
ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ୨୦୨୬-୨୭ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୬ ଓ ୭ ତାରିଖରେ ଆୟୋଜିତ ଦୁଇଦିନିଆ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। ଏଥିରେ ଗଣମାଧ୍ୟମ, କର୍ପୋରେଟ୍ ଓ ପ୍ରଶାସନିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ…