Take a fresh look at your lifestyle.
Daily Archives

August 23, 2026

ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ସି.ପି.ଆଇ.ର ଦାବୀ

ଢେଙ୍କାନାଳ : ଗତ ବର୍ଷାରେ କାମାକ୍ଷାନଗର ଉପକଣ୍ଠରେ ଥିବା ମହୁଲପାଳ, ଜୟପୁର, ମାର୍ଥାପୁର, ଦିଘି, ବୁଢିବିଲି, ଗୁନେଇବିଲି ପ୍ରଭୃତି ଗ୍ରାମମାନଙ୍କରେ ଜମି ଓ ବାଡିରେ ପାଣି ପଶିଯିବା ଫଳରେ ଚାଷୀମାନଙ୍କର ପ୍ରାୟ ୨୦୦୦ ଏକର ଜମି କ୍ଷତିଗ୍ରସ୍ତ ହୋଇଛି । କୃଷି ବିଭାଗ ଏହାର ତଦନ୍ତ କରି…

କପିଳାସରେ ଶ୍ରାବଣ ସୋମବାରରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ: ପବିତ୍ର ଶ୍ରାବଣ ମାସ ଅବସରରେ କପିଳାସ ପୀଠରେ ପଣ୍ଡା ନର୍ସିଂହୋମ୍‌ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।  ରବିବାର ଓ ସୋମବାର ଏହି ସେବା ଜାରି ରହିବ। ଏହି ଅବସରରେ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ନିଜେ ଉପସ୍ଥିତ ରହି ଭକ୍ତ…