Take a fresh look at your lifestyle.
Yearly Archives

2026

ଗୋହିରାଖାଲ ପ୍ରଧାନ ଶିକ୍ଷୟିତ୍ରୀ ସୁରମା ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ, ୨୭ା୯ (ନି.ପ୍ର.): ସଦର ବ୍ଲକ ଅନ୍ତର୍ଗତ ଗୋହିରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରମା ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇ ସୁରମା…

ଅଦିନ ଚର୍ଚ୍ଚା : ଧର୍ମେନ୍ଦ୍ରଙ୍କ ୨୬ ବର୍ଷର ରାଜନୈତିକ ଯାତ୍ରା, ରାଜନୀତିରୁ ମନ୍ତ୍ରିମଣ୍ଡଳ ଯାଏ

ଭୁବନେଶ୍ୱର, ୨୭ା୯ (ନି.ପ୍ର.) : ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପି ଦୀର୍ଘ ୨୬ ବର୍ଷ ଧରି ଜାତୀୟ ରାଜନୀତିରେ ସକ୍ରିୟ ରହିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ଏବିଭିପି ମାଧ୍ୟମରେ ଛାତ୍ର ରାଜନୀତିରୁ ଯାତ୍ରା ଆରମ୍ଭ କରି ୨୦୦୦ରେ…

ଭାରତୀୟ ମହିଳା ‘ଏ’ କ୍ରିକେଟ୍‌ ଦଳରେ ଢେଙ୍କାନାଳର ଦିବ୍ୟଦର୍ଶିନୀ

ଢେଙ୍କାନାଳ, ୨୬ା୯ (ନି.ପ୍ର.): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲିଆପାଟ ଗ୍ରାମର ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭାରତୀୟ ମହିଳା ‘ଏ’ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ୨୯ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ‘ଏ’ ଦଳ ମଧ୍ୟରେ ହେବାକୁ ଥିବା…

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା

ଢେଙ୍କାନାଳ, ୨୫।୯ (ନି.ପ୍ର.): ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା-୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ଏକକ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା ଶିକ୍ଷା…

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

ଢେଙ୍କାନାଳ,୨୩ା୯ (ନି.ପ୍ର) : ଭାପୁରସ୍ଥିତ ଭଳେଶ୍ୱର ଧଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ପରିସରରେ କିଶୋରୀ ବାଳିକାମାନଙ୍କ ପାଇଁ ଏକ ସଚେତନତାମୂଳକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକ ବିକାଶ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିପିଓ ଅନୁରାଧା…

ଅବକାରୀ ଚଢ଼ଉ: ୨୯୯ ଲିଟର ଚୋରା ମଦ ଜବତ, ୬ ଗିରଫ

ଢେଙ୍କାନାଳ, ୨୩।୯ (ଜ୍ଞାନରଞ୍ଜନ ଶତପଥି ): ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ଚୋରା ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଚଢ଼ଉ ସମୟରେ ମୋଟ ୨୯୯ ଲିଟର ଅବୈଧ ଭାବେ ପ୍ରସ୍ତୁତ ମଦ…

ଢେଙ୍କାନାଳର ନୂଆ ଏସ୍‌ପି ଅଜିଙ୍କ୍ୟ ବାବୁରାଓ ମାନେ

ଢେଙ୍କାନାଳ, ୨୨।୯ (ଜ୍ଞାନରଞ୍ଜନ ଶତପଥି ) : ଢେଙ୍କାନାଳ ଜିଲ୍ଲାର ନୂଆ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ୨୦୨୨ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ପାରାଦୀପର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ।…

ଶୋଇଥିବା ବେଳେ ହାତୀ ଆକ୍ରମଣ: ଜଣେ ମୃତ

ଢେଙ୍କାନାଳ: ଘରେ ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଶିଆପଦା ଗ୍ରାମପଞ୍ଚାୟତର ରାମେଇଖମାର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅଖିଳ ଭୋଇଙ୍କ ୪୩ ବର୍ଷୀୟ ପୁଅ ପ୍ରମୋଦ ଭୋଇ। ସୂଚନା…

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ, ୧୬ା୯ (ଦେବୀ ପ୍ରସାଦ ମିଶ୍ର) : ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ-୨୦୨୬ ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ…

ଜମି ଦଲାଲଙ୍କ କବ୍ଜାରେ ଅତିରିକ୍ତ ତହସିଲଦାର!

ଢେଙ୍କାନାଳ(ମଦନ ମୋହନ ଶତପଥୀ ): ଢେଙ୍କାନାଳରେ ଜମି କାରବାରକୁ ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅତିରିକ୍ତ ତହସିଲଦାର ସୁମନ୍ତ ବେହେରାଙ୍କ ସହ ଜମି ଦଲାଲ ଓ କଥିତ ଜମି ମାଫିଆଙ୍କ ଘନିଷ୍ଠତା ଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜମି କାରବାରରେ କଥିତ ଭାବେ…