Take a fresh look at your lifestyle.
Yearly Archives

2022

ଓଡାପଡାରେ ମାଣ୍ଡିଆ ରଥ : ଖାଦ୍ୟଥାଳିରେ ମାଣ୍ଡିଆ ସାମିଲ କରିବା ଜରୁରୀ

ଢେଙ୍କାନାଳ : ଓଡାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ସଚେତନତା ରଥ ୪ ଦିନିଆ ମାଣ୍ଡିଆ ସଚେତନତା ରଥ ବିଭିନ୍ନ ଗ୍ରାମ ପରିକ୍ରମ କରି ସଚେତନତା ସୃଷ୍ଟି କରିଛି  । ଓଡିଶା ମିଲେଟ୍ ମିଶନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟ୍ ପକ୍ଷରୁ ଆୟୋଜିତ ଏହି ରଥକୁ ଓଡାପଡା ପଞ୍ଚାୟତ ସମିତିର…

ସଘନ ପଦ୍ଧତି ରେ କମ ବିହନ ଓ କମ ଖର୍ଚ୍ଚ ରେ ଚାଷୀ ଅଧିକ ମାଣ୍ଡିଆ ଅମଳ କରି ପାରିବେ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା  ଓଡାପଡା  ବ୍ଲକ ଅନ୍ତର୍ଗତ ଇନ୍ଦିପୁର  ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟର ସଭାଗୃହ ଠାରେ ଗତ ଗୁରୁବାର ପୁର୍ବାହ୍ନରେ  ସଘନ ପଦ୍ଧତି ରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ଦୁଇଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ  ହୋଇ ଯାଇଛ। ଓଡ଼ିଶା ମିଲେଟ୍ ମିଶନ ଏବଂ…

୧୧ଟି ଜିଲ୍ଲାର ଏସପିଙ୍କ ବଦଳି : ଜ୍ଞାନରଞ୍ଜନ ମହାପାତ୍ର ହେଲେ ଢେଙ୍କାନାଳ ଏସ୍‌ପି

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଇପିଏସ ସ୍ତରରେ ହୋଇଛି ଏକ ବଡ ପରିବର୍ତ୍ତନ । ଡିଆଇଜି ଏବଂ ଏସପି ସ୍ତରରେ ହୋଇଛି ଏହି ପରିବର୍ତ୍ତନ । ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଏଭଳି ଏକ ବଡ ଅଦଳବଦଳ କରିଛନ୍ତି । ଏହି ଅବସରରେ ମୋଟ ୧୧ଟି ଜିଲ୍ଲାର ଏସପିଙ୍କ ବଦଳି କରାଯାଇଛି । ଢେଙ୍କାନାଳ ଏସ୍‌ପି ଏଲ.…

ବିକାଶ ଧାରାରେ ସାମ୍ବାଦିକମାନେ ସାମିଲ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ

ଢେଙ୍କାନାଳ: ଆଜି ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ତଥା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲାକୁ ସୁଦୃଢ କରିବାରେ…

କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିମନ୍ତେ ତାଇକୋଣ୍ଡୋ ଶିବିର

ଢେଙ୍କାନାଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ ଅଫ ଢେଙ୍କାନାଳ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହର ନିକଟସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଏକ ସ୍ଵତନ୍ତ୍ର ତାଇକୋଣ୍ଡୋ ଶିବିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ…

ମୂର୍ତ୍ତିକା ସଂରକ୍ଷଣ ସହିତ ଏହାର ସୁପରିଚାଳନା ଉପରେ ବିଷଦ ଭାବରେ ଆଲୋକପାତ

ଢେଙ୍କାନାଳ :  କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ତଥା କୃଷି ବିଭାଗ ର ମିଳିତ ଆନୁକୁଲ୍ୟ ସୋମବାର ଦିନ କଳାକୃତି ଗ୍ରାମ ସଦେଇବେରେଣୀ ଠାରେ ବିଶ୍ଵ ମୂର୍ତ୍ତିକା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେଜିଲ୍ଲା ପରିଷଦ ସଭାପତି  ଅର୍ଚନା ପୁହାଣ, ଜିଲ୍ଲାପାଳ ମହୋଦୟ  ସରୋଜ କୁମାର…

ବ୍ରହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବର ୨ୟ ସଂଧ୍ୟା

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ଓ ଚାଉଳିଆ ପଞ୍ଚାୟତର ବ୍ରାହ୍ମଣୀ ନଦୀକୂଳ ବଡ଼ନାଗନାଠାରେ ଅବସ୍ଥାପିତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଶ୍ରୀଶ୍ରୀ ବାବା ନାଗନାଥେଶ୍ୱର ମହାଦେବଙ୍କ ପୀଠରେ ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବର ସୋମବାର ୨ୟ ସଂଧ୍ୟାକୁ ଜିଲ୍ଲା…

ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ଉଦ୍ଘାଟିତ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ସ୍ଥିତ ବଣସିଂହ ଓ ଚାଉଳିଆ ପଞ୍ଚାୟତର ବ୍ରାହ୍ମଣୀ ନଦୀକୂଳ ବଡ଼ନାଗନାଠାରେ ଅବସ୍ଥାପିତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଶ୍ରୀଶ୍ରୀ ବାବା ନାଗନାଥେଶ୍ୱର ମହାଦେବଙ୍କ ପୀଠରେ ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ରବିବାର ସଂଧ୍ୟାରେ ଉଦ୍ଘାଟିତ…

ଗଡ଼ପଳାଶୁଣି ଗାଁର କୁନି ପାତ୍ର ନଡାହସ୍ତ ଶିଳ୍ପ ରେ ପାଇଲେ ଜାତୀୟ ପୁରସ୍କାର

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗ୍ରାମର ରଞ୍ଜନ ବେହେରାଙ୍କ ପତ୍ନୀ କୁନି ପାତ୍ର ନଡ଼ାହସ୍ତ ଶିଳ୍ପ ପାଇଁ ପାଇଲେ ଜାତୀୟ ପୁରସ୍କାର ।କୁନି ନଡାରୁ ଜ୍ଞାନ କୌଣସିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଇଥିଲେ ।ଆଦିବାସୀ…

ଆରୋଗ୍ୟମ୍ ଯୋଗ ଏବଂ ୱେଲ୍- ଫେୟାର ଆସୋସିଏସନ୍ ଦ୍ୱାରା  ବିଶ୍ୱ ଏଡ଼ସ୍ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତ  କୋଇଲିପଙ୍ଗି ଗ୍ରାମସ୍ଥିତ ଦେବେନ୍ଦ୍ର ଶତପଥୀ ମେମୋରିଆଲ କଲେଜ ପରିସରରେ , ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ୍ (ଆଇୱା) ପକ୍ଷରୁ ବିଶ୍ୱ ଏଡ଼ସ୍  ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ପ୍ରଯ୍ୟାୟ…