ବସୁଧା ଫାଉଣ୍ଡେସନ ପକ୍ଷରୁ ବର ଏବଂ ଅସ୍ୱସ୍ଥ ଚାରା ରୋପଣ
ଢେଙ୍କାନାଳ: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଢେଙ୍କାନାଳର ସାମାଜିକ ସଂଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର ଓ ଅଶ୍ୱତ୍ଥ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏହି ଅଭିଯାନ ଅନ୍ତର୍ଗତ ଜିରାଳ ଗ୍ରାମରେ ସଂଗଠନର କର୍ମୀ ରାଜକିଶୋର ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଖାଲି…