Take a fresh look at your lifestyle.

ଗାନ୍ଧୀ ଜୟନ୍ତୀ ରେ ମାଗଣା ସ୍ବାସ୍ଥ୍ୟ ଶିବିର

0 3

Get real time updates directly on you device, subscribe now.

ଭୁବନ ୨.୧୦- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଇ ଡି ଏ ( ଇଣ୍ଡଷ୍ଟ୍ରିଆଲ ସିଟି ବ୍ରାଞ୍ଚ,ଅନୁଗୁଳ) ଏବଂ ବିଷ୍ଣୁପ୍ରିୟା ଗାଲାକ୍ସି ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଡ଼ା ରାମ ବାରିକ , ଡ଼ା ପି ପି ସ୍ୱାଇଁ, ଡ଼ା ଅମୂଲ ବାରିକ , ଡ଼ା ଲୋପାମୁଦ୍ରା କଅଁର, ଡ଼ା ଶୁଭାଶିଷ ଜେନା, ଡ଼ା ଶାନ୍ତନୁ ମିଶ୍ର ଉପସ୍ଥିତ ରହି ସମୁଦାୟ ୯୬ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.