Take a fresh look at your lifestyle.

ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ସ୍ୱଚ୍ଛତା ଦିବସ ପାଳନ

0 11

Get real time updates directly on you device, subscribe now.

ଢେଙ୍କାନାଳ: ମହାତ୍ମାଗାନ୍ଧୀଙ୍କ ଜନ୍ମ ମାସ ଅବସରରେ ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଆଜି ଏକ ଘଂଟା କାର୍ଯ୍ୟକ୍ରମ ପାଳନ କରାଯାଇଛି ।

ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥାର ସମସ୍ତ କର୍ମଚାରୀ ମିଳି ମିଶି ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥାର ଚାରି ପାର୍ଶ୍ୱ ରୁ ଅଳିଆ ଆବର୍ଜନା ସଫା କରିଥିଲେ ଏବଂ ପରେ ସମସ୍ତ କର୍ମଚାରୀ ମାନେ ନିଜ ନିଜର ପ୍ରଶ୍ନ କାଳ ବିଷୟ ରେ କିପରି ଆମର ବାତା ବରଣ ସଫାରଖାଯାଇପାରିବ ସେଥିପ୍ରତି ଧ୍ୟାନଦେବା ପାଇଁ ଆଲୋକ ପାତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କ୍ୟାପ୍ଟେନ୍ ହିମାଂଶୁପୃଷ୍ଟି, ଅବସରପ୍ରାପ୍ତ ମେଜର ଡି ଶ୍ରୀନିବାସାଲୁ, ଅବସରପ୍ରାପ୍ତ ସୁବେଦାର ଗଣେଶ୍ୱର ରାଉତ, ଅବସରପ୍ରାପ୍ତ ପିଓ ଶଶିକାନ୍ତ ପାଣି, ଅବସରପ୍ରାପ୍ତ ହାବିଲଦାର ମାନସ ରଞ୍ଜନ ପଣ୍ଡା, ଅବସରପ୍ରାପ୍ତ ନାୟକ ସୁବେଦାର ସୂର୍ଯ୍ୟକାନ୍ତ ସ୍ୱାଇଁ, ଶୁଭଦୀପ ଜେନା, ସ୍ୱାଗତିକା ସ୍ୱାଇଁ , ମମତାଜÿ ବେଗମ୍, ଦେବୁ ପ୍ରସାଦ ତ୍ରିପାଠୀ, ବିଭାକର ଦଳାଇ ପ୍ରମୁଖ ଯୋଗଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.