Take a fresh look at your lifestyle.

ଭୁବନ ଲକ୍ଷ୍ମୀପୂଜା ମଣ୍ଡପ ପରିଦର୍ଶନ କଲେ ମନ୍ତ୍ରୀ,ସାଂସଦ

0 2

Get real time updates directly on you device, subscribe now.

ଭୁବନ : ଗତ କାଲି ଠାରୁ ଭୁବନ ର ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଜଗଜ୍ଜନନୀ ମା ଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି ।ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଯୁବକ ସଂଘ, ଅରାସାହି ର ସ୍ଵତନ୍ତ୍ର ନିମନ୍ତ୍ରଣ କ୍ରମେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେ଼ଙ୍କାନାଳ ର ଲୋକପ୍ରିୟ ସାଂସଦ ମହେଶ ସାହୁ ଲକ୍ଷ୍ମୀପୂଜା ପରିଦର୍ଶନ କରିବା ସହ ପ୍ରସାଦ ସେବନ କରିଛନ୍ତି ।

ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ,ନରେନ୍ଦ୍ର କୁମାର ବେହେରା ,ଢେ଼ଙ୍କାନାଳ ଜିଲ୍ଲା ମହିଳା ବିଜେଡି ଉପ ସଭାନେତ୍ରୀ ତିଳୋତ୍ତମା ଚୌଧୁରୀ ଙ୍କ ସମେତ ବହୁ ଦଳୀୟ କର୍ମୀ ଙ୍କ ଗହଣରେ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ,ସାଂସଦ ଶ୍ରୀଯୁକ୍ତ ସାହୁ ଅରାସାହି , ନୂଆ ବଜାର, ବଡ଼ହାଟ,ବଉଳ ଛକ ,ଲତାବିଲ ( ଟୋଲଙ୍କ ବେରେଣି) ପ୍ରଭୃତି ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.