Take a fresh look at your lifestyle.

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା କାଲି ଚନ୍ଦ୍ର ଗ୍ରହଣ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା

0 7

ଢେଙ୍କାନାଳ :  କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା କାଲି ୨୮.୧୦.୨୦୨୩ ଚନ୍ଦ୍ର ଗ୍ରହଣ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯିବ। ସକାଳ ନୀତି ପରେ ପରେ ମଧ୍ୟାହ୍ନ ଅର୍ନ ନୀତି ପରେ ପହଡ଼ ପଡ଼ିବ ।ପହଡ଼ ଫିଟା ଯାଇ ସନ୍ଧ୍ୟା ଆଳତି ରାତ୍ର ଧୂପ କରାଯିବ । ସମସ୍ତ ପୂଜା ଅପରାହ୍ନ ୪ଟା ପୂର୍ବରୁ ଶେଷ କରାଯିବ।ଗ୍ରହଣ ଲାଗିଥିବା ସମୟରେ ଗ୍ରହଣ ନୀତି କରାଯିବ । ୨୯.୧୦.୨୦୨୩ ତାରିଖ ଦିନ ପ୍ରତାହରୁ ମନ୍ଦିର ଶୁଦ୍ଧି କରାଯାଇ ଦେବ ନୀତି ଆରମ୍ଭ କରାଯିବ ।

- Advertisement -

Leave A Reply

Your email address will not be published.