Take a fresh look at your lifestyle.

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

0 5

Get real time updates directly on you device, subscribe now.

ଢେଙ୍କାନାଳ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହେଇଯାଇଛି l ଏହି ଅବବସରରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ନୀଳ ପତାକା ଦେଖାଇ ସଞ୍ଚୟ ରଥର ଶୁଭାରମ୍ଭ କରିଛନ୍ତି l

ଏହି ରଥର ମୁଖ୍ୟ ଉଦ୍ୟେଶ ହେଇଛି ଲୋକମାନଙ୍କୁ ସଞ୍ଚୟ ର ଉପକାରିତା ସମ୍ପର୍କରେ ସଚେତନ କରାଇବ l ଏହାସହ ଅଣବ୍ୟାଙ୍କିଙ୍ଗ ସଂସ୍ଥାରେ ଅର୍ଥ କାରବାର କରି ଠକାମିର ଶିକାର ହେବାଠୁ ନିଜକୁ ରକ୍ଷା କରିବା ପାଇଁ ମଧ୍ୟ ଏହି ରଥ ସଚେତନ କରାଇବ l ସହର ପରିକ୍ରମା କରିସାରିବା ପରେ ସଞ୍ଚୟ ରଥ ଗଦାଶିଳା ଗ୍ରାମରେ ହେଉଥିବା ସଞ୍ଚୟ ସଚେତନ କାର୍ଯ୍ୟକ୍ରମରେ ଯୋଗଦେବ l

ଏହି କାର୍ଯ୍ୟକ୍ରମରେ ନିର୍ଦେଶକ, ସଞ୍ଚୟ ଓ ଆର୍ଥିକ ସେବା ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ମିଶ୍ର, ଉପଖଣ୍ଡ ସ୍ତରୀୟ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ଅଭିଲିପ୍ସା ମିଶ୍ର ଓ ଏଜେଣ୍ଟ ମାନେ ଯୋଗଦେଇଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.