Browsing Category
ରାଜ୍ୟ ଖବର
ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶାରଦୀୟ ସାହିତ୍ୟ ସମାରୋହ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ଅପରାହ୍ନରେ ରାଜ୍ୟସ୍ତରୀୟ ଶାରଦୀୟ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ା
ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅାୟୋଜିତ ଏହି…
ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ
ବ୍ରହ୍ମପୁର: ଜାତୀୟକରଣ ବ୍ୟାଙ୍କ ଶାଖାରେ କାର୍ଯ୍ୟ କରୁଥିବା ବାହ୍ୟଠିକା କର୍ମଚାରୀଙ୍କୁ ଉଚିତ ପ୍ରାପ୍ୟ ନ ଦେଇ ନିଯୁକ୍ତି ଦେଇଥିବା ଏଜେନ୍ସି ବର୍ଷ ବର୍ଷ ଧରି ଶୋଷଣ କରାଯାଉଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହିନ୍ଦ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ଉଦବେଗ ପ୍ରକାଶ କରିବା ସହ…
ମହିମାଗାଦି ରେ ଲାଗି ହେଲା ନବାନ୍ନ
ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ପାଳନ ହେଲା ନୁଆଖାଇ ପର୍ବ । ମହିମା ଗୋସାଇଁଙ୍କ ନିକଟରେ ନୁଆ ଚୁଡାରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ସମୂହ ସେବନ କଲେ ମହିମା ସାଧୂ ଓ ଭକ୍ତ। ନବାନ୍ନ ପାଇଁ ଯୋରନ୍ଦା ଗାଦି ହୋଇ ଉଠିଛି ଲୋକାରଣ୍ୟ।ମହିମା ଅଲେଖ ଧ୍ୱନୀରେ…
ମହିମାଗାଦିରେ ୧୭ତାରିଖ ବ୍ରାହ୍ମ ମୂହୁର୍ତ୍ତରେ ପ୍ରଭୁଙ୍କୁ ନବାନ୍ନ ଅର୍ପଣ
ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ବିଶ୍ଵ ପ୍ରସିଦ୍ଧ ମହିମାଗାଦିରେ ନବାନ୍ନ ଉତ୍ସବ ପାଇଁ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ୧୭ତାରିଖ ପ୍ରାତଃ ବ୍ରାହ୍ମ ମୂହୁର୍ତ୍ତରେ ପାରମ୍ପରିକ ଭାବେ ଅହ୍ମଣିଆ ମଣ୍ଡପ ଠାରେ ନୂତନ ଚୁଡ଼ା,ଗୁଡ଼,କଦଳୀ,ଶେଓ,ନଡ଼ିଆ, ଅଙ୍ଗୁର ପ୍ରଭୁତି ସୁସ୍ୱାଦୁ ଫଳ,…
ବରିଷ୍ଠ ସାମ୍ୱାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ୱାଦପତ୍ର ମହାସଂଘର ଶୋକ
ବ୍ରହ୍ମପୁର : ବରିଷ୍ଠ ସାମ୍ୱାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ୱାଦ ପତ୍ର ମହାସଂଘ ଓଡିଶା ରାଜ୍ଯ ସଭାପତି ତଥା 'ନବୀନ'ର ସଂପାଦକ ରବି ରଥ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ବିୟୋଗରେ ଓଡିଶା ସାମ୍ୱାଦିକତା ଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି।…
ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଗଣଧାରଣା
ଢେଙ୍କାନାଳ : ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ଆହ୍ୱାନ କ୍ରମେ ପ୍ରାଥମିକ ଶିକ୍ଷକଙ୍କର ତିନିଦଫା ଦାବୀ ପୂରଣ ପାଇଁ ଗତ ଅଗଷ୍ଟ ୫ ତାରିଖରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।…
ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ
ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ଉତ୍କଳ ସର୍ବୋଦୟ ମଣ୍ଡଳ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଲୋହିଆ ଏକାଡେମୀ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଇନସାଫ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ। ଉତ୍କଳ ସର୍ବୋଦୟ…
ପିତାମାତାଙ୍କ ସହଭାଗିତା ବୈଠକ
ଢେଙ୍କାନାଳ : ଗଁଦିଆ ବ୍ଳକ ର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ତେର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ…
ପର୍ବତରାଣୀ ବିଭାରାଣୀ ଙ୍କୁ ଇନର ହୁଇଲ କ୍ଲବ ଅଫ ଢେଙ୍କାନାଳ ତରଫରୁ ସହାୟତା
ଢେଙ୍କାନାଳ: ସ୍ଥାନୀୟ ଅର୍ କେ ରେଜେନ୍ସୀ ର ସଭା ଗୃହ ରେ ସେପ୍େଟମ୍ବର ମାସ ୧୨ ତାରିଖ ଦିନ ଇନର୍ ହୁଇଲ୍ କ୍ଲବ୍ ଅଫ ଢେଙ୍କାନାଳ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।ପ୍ରକାଶ ଥାଉ କି ଆସନ୍ତା ସେପ୍େଟମ୍ବର ମାସ ୧୪ ତାରିଖ ଦିନ ବିଭାରାଣୀ ପାତ୍ର ଆଫ୍ରିକା ର କିଲିମଞ୍ଜର…
ଆସୁଛି ୨ ବଡ ଲଘୁଚାପ!
ଆଞ୍ଚଳିକ ପାଣିପାଗ କେନ୍ଦ୍ର : ଆସୁଛି ବଡ ଲଘୁଚାପ । ଗୋଟିଏ ନୁହେଁ ଦୁଇ ଦୁଇଟି ଲଘୁଚାପ! ରାଜ୍ୟରେ ଲାଗି ରହିବ ତୁହାକୁ ତୁହା ବର୍ଷା। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏହାକୁ…