Take a fresh look at your lifestyle.

ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା କଲା ବନବିଭାଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧୀନ ହିନ୍ଦୋଳ ବନାଞ୍ଚଳରେ ଆହତ ହୋଇଥିବା ଏକ ଦନ୍ତା ହାତୀର ଚିକିତ୍ସା କରିଛି ବନବିଭାଗ। ତିନିଦିନ ତଳେ ହାତୀପଲ ମଧ୍ୟରେ ଲଢ଼େଇ ସମୟରେ ଗୋଟିଏ ଦନ୍ତା ହାତୀର ଦାନ୍ତ ବାଜି ଅନ୍ୟ ଏକ ଦନ୍ତା ହାତୀ ଆହତ ହୋଇଥିଲା। ଖବର ପାଇ ହିନ୍ଦୋଳ ବନାଞ୍ଚଳ…

ଅବସରପ୍ରାପ୍ତ ବିଡିଓ ପିଏନ୍ ସତ୍ୟଭାମା ଆମ୍ମାଙ୍କ ପରଲୋକ

ଢେଙ୍କାନାଳ: ଢେଙ୍କାନାଳ ସହର କୁଞ୍ଜକାନ୍ତ ଲଳିତନଗରରେ ରହୁଥିବା ଅବସରପ୍ରାପ୍ତ ବିଡିଓ ପିଏନ୍ ସତ୍ୟଭାମା ଆମ୍ମାଙ୍କର ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ପିଏନ୍ ସତ୍ୟଭାମା ଆମ୍ମା…

ସ୍ୱାଧୀନ ନ୍ୟାୟପାଳିକା, ସକ୍ରିୟ ଗଣମାଧ୍ୟମ ଗଣତନ୍ତ୍ରର ଶକ୍ତି : ଜିଲ୍ଲା ଜଜ୍

ଢେଙ୍କାନାଳ: ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ "ନ୍ୟାୟିକ ବ୍ୟବସ୍ଥାକୁ ବୁଝିବା: ଆଇନ ସମ୍ବନ୍ଧୀୟ ରିପୋର୍ଟିଂର ଗୁଣବତ୍ତା କିପରି ଉନ୍ନତ କରାଯିବ"ଶୀର୍ଷକ ଏକ ଇଣ୍ଟରଆକ୍ଟିଭ୍ ସେସନ୍ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର…

ବଦାଳୋ ପଞ୍ଚାୟତରେ ଶିଶୁ ସୁରକ୍ଷା ନେଇ ସଚେତନତା ବୈଠକ

ଓଡ଼ାପଡ଼ା: ଓଡ଼ାପଡ଼ା ବ୍ଲକର ବଦାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍ସ’ର ସହଯୋଗରେ ଆୟୋଜିତ ଏହି ବୈଠକ ସରପଞ୍ଚ…

ଢେଙ୍କାନାଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଢେଙ୍କାନାଳ ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ସକାଳ ୯ଟା ୧୫ମିନିଟ୍‌ରେ ମୁଖ୍ୟଅତିଥି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ର…

ସଖୀ ଓନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ

ଢେଙ୍କାନାଳ: ସଖୀ ଓନ୍ ଷ୍ଟପ୍ ସେଣ୍ଟର, ଢେଙ୍କାନାଳ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ବଡ଼ପାଳ ଗ୍ରାମରେ ଉତ୍ସାହର ସହ ପାଳିତ ହୋଇଛି। ଏହି ଅଭିଯାନରେ ଗ୍ରାମର ମହିଳାମାନେ ସକ୍ରିୟ ଭାବେ ଯୋଗଦେଇ ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ଏହାସହ ଖମାର ସାହି ଆଶ୍ରମ…

ସହିଦ ସୂର୍ଯ୍ୟମଣିଙ୍କ ୨୨ତମ ବଳିଦାନ ଦିବସ ପାଳିତ

ଢେଙ୍କାନାଳ, ଅଗଷ୍ଟ ୧୪: ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅମର ସହିଦ ସୂର୍ଯ୍ୟମଣି ବେହେରାଙ୍କ ୨୨ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ସହିଦ ସୂର୍ଯ୍ୟମଣି ବେହେରା ସ୍ମୃତି ସଂସଦ ପକ୍ଷରୁ…

ସ୍ୱର୍ଗତ ବିମଳ ମିଶ୍ରଙ୍କ ସ୍ମୃତିରେ ସାଇଁବିରିରେ ପାଠାଗାର ଓ ମାର୍ଗ ଲୋକାର୍ପିତ

ଢେଙ୍କାନାଳ/ସାଇଁବିରି, ଅଗଷ୍ଟ ୧୪: ନିଜର ପଦ, ପଦବୀ ଓ ସଫଳତା ସତ୍ତ୍ୱେ ଜନ୍ମମାଟିର ସଂସ୍କାରକୁ ଭୁଲିବା ଉଚିତ୍ ନୁହେଁ। ନିଜ ଗାଁ ଓ ଅଞ୍ଚଳର ନିରନ୍ତର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ହିଁ ମାତୃଭୂମି ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ…

ଦେଓଗାଁ ମିନି ଷ୍ଟାଡିୟମ୍‌ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ଢେଙ୍କାନାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ ଅବସରରେ ଆଜି ପୂର୍ବାହ୍ନ ରେ ହରିପୁର–ଦେଓଗାଁ ରାସ୍ତାର ଦେଓଗାଁ ମିନି ଷ୍ଟାଡିୟମ୍‌ ସମ୍ମୁଖରେ ପୂର୍ବତନ ବିଧାୟକ  ନବୀନ ନନ୍ଦଙ୍କ ନେତୃତ୍ୱରେ ତାଙ୍କୁ ବିପୁଳ ଭାବେ…