Take a fresh look at your lifestyle.
Daily Archives

January 25, 2022

ସାଧାରଣତନ୍ତ୍ର ଦିବସ : ଲାଗିଲା ସ୍ୱାଧୀନତା ଦିବସର ତୋରଣ

ଢେଙ୍କାନାଳ : ଢେଙ୍କାନାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଶାସନ ପକ୍ଷରୁ ଲାଗିଥିବା ତୋରଣ ରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ପାଇଁ ଲାଗିଛି ସ୍ୱାଧିନତା ଦିବସର ତୋରଣ । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଷ୍ଟାଡିୟମକୁ ଏସ୍ପି ଅଫିସ୍ ଦେଇ ଯାଇଥିବା…

ବଞ୍ଚି ଥାଉ ଥାଉ ମୃତ୍ୟୁ : ରାସନ କାର୍ଡରୁ ବାଦ ପଡିଲେ କୁନ୍ତଳା

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗ୍ରାମର କୁନ୍ତଳା ପଧାନ, ସ୍ୱାମୀ-ଗୌରାଙ୍ଗ ପଧାନ ବୟସ 90, ଗରିବ ପରିବାର ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ମିଳୁନଥିବା ଡିଲରକୁ ପଚାରି ବୁଝିଥିଲେ ଡିଲର କହିଲେ ହିତାଧିକାରୀ…

 ଅଦ୍ଵୈତ ଗଡନାୟକ ନିର୍ମାଣ କରିବେ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି

ନୂଆଦିଲ୍ଲୀ  : ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ମହାନ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମୂର୍ତ୍ତିର ହୋଲୋଗ୍ରାମର ବିମୋଚନ କରିଛନ୍ତି । ନ୍ୟାସନାଲ ଗ୍ୟାଲେରୀ ଅଫ ମଡେର୍ଣ୍ଣ ଆର୍ଟର ମହା ନିର୍ଦ୍ଦେଶକ…

ଜରଡ଼ାରେ ହାତୀ ଉପଦ୍ରଵ

କଙ୍କଡ଼ାହାଡ଼:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ାରେ ହାତୀ ଉପଦ୍ରଵ। ଗାଁ ର ଗୁରୁବାରୀଆ ସ୍ୱାଇଁଙ୍କ ଘରେ ରାତିରେ ଘରେ ପଶି ପାଚେରୀ ଭାଙ୍ଗି କଦଳୀ ଗଛ ନଷ୍ଟ କରିଦେଇଛି। ଗାଁ ଲୋକ ସନ୍ଧ୍ୟା ହେଲେ ଭୟରେ ଘରୁ ବାହାରୁ ନାହାନ୍ତି। ଗାଁ ଲୋକ ହାତୀ ଘଉଡ଼ାଇବା…

ବୋହୁଙ୍କୁ ହତ୍ୟା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଓ ଏସପିଙ୍କ ଗାଡି ଅଟକାଇଲେ ଗ୍ରାମବାସୀ

ଢେଙ୍କାନାଳ : ଢେଙ୍କାନାଳ  ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ଗତ ୨୦  ତାରିଖରେ ସ୍ଵାମୀ ଦିଲ୍ଲୀପ ନାୟକ ଓ ସ୍ତ୍ରୀ' ଲିସାରାଣୀ ଦେହୁରୀଙ୍କ ଗୋଟିଏ ଦିନରେ ମୃତ୍ୟୁ ଘଟଣା ରେ ଗ୍ରାମବାସୀ ମେଲି ବାନ୍ଧିଛନ୍ତି | ଲିସାରଣୀ ଙ୍କ ର ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ମାରି ଶାଶୁ ଘର ଲୋକ…