Take a fresh look at your lifestyle.
Daily Archives

January 2, 2022

ବାଳିକା କୁ ପ୍ରତାରଣା: ବି.ଏସ୍.ଏଫ୍ ଯବାନ ଜେଲ ଗଲେ

ଢେଙ୍କାନାଳ: ଢେଙ୍କାନାଳ ସହର ମୀନା ବଜାର ଅଞ୍ଚଳର ଏକ ଝିଅ ସହିତ ସଦର ଥାନା ଅନ୍ତର୍ଗତ ରଞ୍ଜା ଗ୍ରାମର ଜଗନ୍ନାଥ ବାରିକଙ୍କ ପୁଅ ବାପି ବାରିକଙ୍କ ସହିତ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ବାପି ବାରିକ ବାରମ୍ବାର ଜ୍ୟୋତି ଘରକୁ ଆସି ନାନା ପ୍ରଲୋଭନ ଦେଖାଇ, ବିବାହର ପ୍ରତିଶୃତି…

ଖଙ୍କିରା କପ କ୍ରିକେଟ, କିଆଝର ଚାମ୍ପିୟନ

ଢେଙ୍କାନାଳ : ଗଁଦିଆ ବ୍ଲ୍କକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଶେଷ  ଦିନର ଖେଳ ମାର୍ଥପୁର ସହ  କିଆଝର   ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ମାର୍ଥାପୁର କୁ ହରାଇ କିଆଝର ବିଜୟୀ ହେବା ସହ ଟ୍ରଫି ହାସଲ କରିଛି | ପ୍ରଥମେ ଟସ ଜିତି…

ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ରେ ବଉଳ ଅମାବାସ୍ୟା ନୀତି ପାଳନ

ଢେଙ୍କାନାଳ:ଢେଙ୍କାନାଳ କୋବଲ୍ୟ ବଜ଼ାର ସ୍ଥିତ ସିଦ୍ଧି ବଳରାମ ଜୀଉ ମନ୍ଦିର ରେ ରବିବାର ବଉଳ ଅମାବାସ୍ୟା ପାଳିତ ହୋଇ ଯାଇଛି | ଏହି ଅବସର ରେ ମନ୍ଦିର ରେ ବିଶେଷ ପୂଜା ଅର୍ଚନା କରାଯାଇଥିଲା | ପ୍ରାତଃ   ବ୍ରାହ୍ମ ମୁହୂର୍ତ୍ତ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ପରିଧାନ, ତୁଳସୀ ହାର, ବଉଳ…

ଗରୀବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ପଞ୍ଚାୟତ ସାଇଁବିରି ଗ୍ରାମଠାରେ ଉକ୍ରର୍ଷ ଫାଉଣ୍ଡେସନ ତରଫରୁ ଗରୀବ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡାପଡା ବ୍ଲକର ବିଡିଓ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫାଉଣ୍ଡେସନ…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ନୂଆବର୍ଷ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ…

ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ

ଓଡାପଡା :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟପରିସରରେ…

ବିଶ୍ୱ କୁନ୍ତଳ ଶିଶୁ ଗୃହରେ ନବବର୍ଷ ଆସର

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ବଳଦିଆବନ୍ଧ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା ଗ୍ରାମସ୍ଥିତ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ରହିଥିବା ମାତୃହୀନ ଓ ପିତୃହୀନ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ର ଠାରୁ ଆରମ୍ଭ କରି ଯୁକ୍ତ ୨ ସ୍ତର ଯାଏଁ ଶିକ୍ଷାଲାଭ କରୁଛନ୍ତି,…

 ଅହମ୍ମଦିଆ ଯୁବ ସଙ୍ଗଠନ ଆନୁକୁଲ୍ୟରେ ନବ ବର୍ଷରେ ସଫେଇ ଅଭିଯାନ

ଢେଙ୍କାନାଳ : ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍‌ଭାବନା ସୃଷ୍ଟି କରି ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି କ୍ଷେତ୍ରରେ ଆଗକୁ ପାଦ…

କଂସରା ଗ୍ରାମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ହିନ୍ଦୋଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଂସରା ଗ୍ରାମରେ ପାୱାର ଗ୍ରୀଡ୍ କର୍ପୋରେସନ, ଅନୁଗୁଳ (ଫୁଲପଡା) ଏବଂ ବଜରଙ୍ଗ କ୍ଲବ୍ ଢେଙ୍କାନାଳ ପକ୍ଷରୁ ଗତ ୩୧ ତାରିଖ ଦିନ ଆଜାଦୀ କି ଅମୃତ ମହୋତ୍ସବ - ୨୦୨୧ ଅବସରରେ ସିଟି ହସ୍ପିଟାଲ୍, ତାଳଚେରର ସହଯୋଗରେ ଏକ ନିଃଶୁଳ୍କ…