Take a fresh look at your lifestyle.
Monthly Archives

January 2022

ଆଚରଣ ବିଧି ପାଳନ ନିମନ୍ତେ ବୈଠକ

ଢେଙ୍କାନାଳ :ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକରେ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ବ୍ଲକ ସଭାଗୃହ ଠାରେ ନିର୍ବାଚନ ଆଚରଣ ବିଧି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ମାନଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ଜିଲା ପରିଷଦ ସଭ୍ୟ ୫ଲକ୍ଷ…

ବାଉଁଶକଣ ଗ୍ରାମରେ ୧୩ ରୁ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ନାମ ଓ ଜ୍ଞାନଯଜ୍ଞ

ଭୁବନ: ଭୁବନ ସହର ଉପକଣ୍ଠସ୍ଥ ବାଉଁଶକଣ ଗ୍ରାମ ମା’ ମଙ୍ଗଳା ଙ୍କ ପୀଠରେ ଆସନ୍ତା ୧୩ ତାରିଖ କୁମ୍ଭସଂକ୍ରାନ୍ତୀ ଠାରୁ ତିନିଦିନ ବ୍ୟାପି ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ନାମ , ଘୃତ , ଜପ ଓ ଜ୍ଞାନଯଜ୍ଞ ସରକାରଙ୍କ କୋଭିଡ ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହେବ । ୧୩ ତାରିଖ ରବିବାର ଅଙ୍କୁରାରୋପଣ…

ଟୋକନ ଅବଧି ସରିବାକୁ ବସିଛି: ଧାନ ଉଠାଇବାକୁ ବ୍ୟବସ୍ଥା ନାହିଁ

ଢେଙ୍କାନାଳ: ଏବର୍ଷ ଆମ ଜିଲା ରେ ଚାଷୀ ମାନେ ଧାନ ବିକି ପାରୁ ନାହାନ୍ତି, ଶାସନ କଳ ର ଫୋକସରେ ପଞ୍ଚାୟତ ନିର୍ବାଚନ ଅଛି, ଆଉ ପ୍ରଥମ ସେବା ସମବାୟ ସମିତି ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଦାନ କିଣୁଛି । ସମନ୍ୱୟ ଅଭାବ ରୁ ସବୁଠି ଅବ୍ୟବସ୍ଥା । ଢେଙ୍କାନାଳ ସଦର ବ୍ଳକ ତାଳବରକୋଟ ଗ୍ରାମରେ…

ପ୍ରଥମ ମହିଳା ପୌରାଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧସଭା

ଢେଙ୍କାନାଳ: ସ୍ଥାନୀୟ ବାଜିଚୌକସ୍ଥିତ ସୀତାରାମ ମଠ ପ୍ରାଙ୍ଗଣ ଠାରେ ଢେଙ୍କାନାଳର ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଓ ପ୍ରଥମ ମହିଳା ପୌର ଅଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ପୂଜ୍ୟପୂଜା ପରିଷଦର ଭାପତି ଶିଳ୍ପୀ ପରେଶ ପଟ୍ଟନାୟକଙ୍କର…

ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମହାପ୍ରୟାଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆଜି ଭର୍ଚୁଆଲ ମୋଡ଼ ରେ ମହାପ୍ରୟାଣ ଦିବସ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ…

ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସହିଦ୍ ଦିବସ ଭାବେ ପାଳନ କରାଯାଇଛି । ସ୍ଥାନୀୟ ବାଜି ଚୌକି ଛକ ରେ ଥିବା ବାପୁଜୀ ସ୍କୁଲ ପରିସର ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇ ସତ୍ୟ ଅହିଂସା ଶାନ୍ତି, କାଟିକରି ପିନ୍ଧ…

ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯିବ

ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ସଂଯୋଜକ ଶ୍ରୀ ନିଶିକାନ୍ତ ମହାପାତ୍ର ଜଣାଇଥିଲେ ଯେ ରାଜ୍ୟ ନିର୍ବାଚନ କମିଶନଙ୍କ ତରବରିଆ ଓ ଭ୍ରମାତ୍ମକ ସୂଚନା ଅନୁଯାୟୀ କେତେକ ଓଡ଼ିଶା ମିଡିଆରେ ପ୍ରକାଶ ପାଇଛି ଯେ ଚଳିତ…

ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଭୁବନେଶ୍ଵରଠାରେ ସତ୍ୟାଗ୍ରହ

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…

ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକ: କେବଳ ସାଧୁ ସନ୍ୟାସୀ ମାନଙ୍କୁ ନେଇ ହେବ ନିତିକାନ୍ତି

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦଭାବନା ସଭାପଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ପ୍ରସିଦ୍ଧ ମାଘ ମେଳା ବା ଯୋରନ୍ଦା ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ୍ କଟକଣା ଏବଂ ନିୟମାବଳୀକୁ ଦୃଷ୍ଟିରେ ରଖି ଫେବୃଆରୀ ୧୫ ତାରିଖରେ ମେଳା…

ବିଧିପୂର୍ବକ ହେବ କପିଳାସ ଜାଗରଯାତ୍ରା : ରହିବ ନାହିଁ ଗହଳଚହଳ

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା  ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ସଂକ୍ରମଣକୁ ଦେଖି କରୋନା କଟକଣା ମଧ୍ୟରେ ମାର୍ଚ୍ଚ ୧ ତାରିଖରେ ଜାଗରଯାତ୍ରା…