Take a fresh look at your lifestyle.

ଆଚରଣ ବିଧି ପାଳନ ନିମନ୍ତେ ବୈଠକ

0 35

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକରେ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ବ୍ଲକ ସଭାଗୃହ ଠାରେ ନିର୍ବାଚନ ଆଚରଣ ବିଧି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ମାନଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ଜିଲା ପରିଷଦ ସଭ୍ୟ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିୟମ ଥିବା ବେଳେ ୨ଟି ୪ ଚକିଆ ଯାନର ବ୍ୟବହାର, ୫ଟି ୨ ଚକିଆ ଯାନ, ସରପଞ୍ଚ ମାନଙ୍କ ପାଇଁ ୨ଲକ୍ଷ ଟଙ୍କା ସହିତ ୨ଟି ଚାରିଚକିଆ ଯାନ ଏବଂ ୫ଟି ଦୁଇ ଚକିଆ ନା ସହିତ ପ୍ରଚାର କରିପାରିବେ ।

ସେହିପରି କଙ୍କଡାହାଡ ବ୍ଲକ ନିର୍ବାଚନ ଅଧିକାରୀ ର୍ନିବାଚନ ଆଚରଣ ବିଧି ପାଳନ କରିବାକୁ ପରାମର୍ଶ ଦେଇଥିଲେ । କୋଭିଡ୍ ନିୟମ ଅନୁସାରେ ସମସ୍ତ କାର୍ଯ୍ୟକ ରିବାକୁ ବୈଠକରେ ନିଷ୍ପତି ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.