Take a fresh look at your lifestyle.
Daily Archives

January 23, 2022

ଢେଙ୍କାନାଳ ଥିଙ୍କର୍ଷ ଫୋରମ ପକ୍ଷରୁ ନେତାଜୀ ଜୟନ୍ତୀ

ଢେଙ୍କାନାଳ : ମହାନ ବିପ୍ଲବୀ ତଥା ଭାରତ ସ୍ୱାଧୀନତା ର ଅନ୍ୟତମ ସଂଗ୍ରାମୀ, ଆଜାଦ ହିନ୍ଦ ଫୌଜ ର ପ୍ରତିଷ୍ଠାତା ଓଡିଶା ର ବରପୁତ୍ର ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ର 125 ତମ ଜୟନ୍ତୀ ଦିବସ ଅବସର ରେ ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ବରିଷ୍ଠ ସଦସ୍ୟ ମାନେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ…

ଗୋପାଳପୁର ଗାଁରେ ହାତୀ ଦଳି ମାରି ଦେଇଛି- ଜଣେ ମୃତ

ଢେଙ୍କାନାଳ  : ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାସ ବନାଞ୍ଚଳର ଗୋପାଳପୁର ଗାଁର ଜଣେ ୭୪ ବର୍ଷ ବୟସ୍କ ବ୍ୟକ୍ତି ଙ୍କୁ ହାତୀ ଦଳି ମାରି ଦେଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୋପାପୁର ଗାଁର ଫକିର ନାୟକ ବୋଲି ଜଣାପଡିଛି । ଦେଓଗାଁ ଗ୍ରାମର ଫକିର ଶୈାଚ ହେବା ପାଇଁ ରବିବାର ଭୋର ସମୟ ରେ ନିଜ…

ହିନ୍ଦୋଳ ବନାଞ୍ଚଳ ରେ ଦୁଇ ଶିକାରୀ ଗିରଫ

ହିନ୍ଦୋଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କର୍ମଚାରୀ ମାନେ ଦୁଇ ଜଣ ଶିକାରୀ ଗିରଫ କରିଛନ୍ତି । ଉଭୟଙ୍କ ନାମ ରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛି । । ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ରାସୋଳ ସେକସନର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୮ ନମ୍ବର…

ଆଜି ନେତାଜୀ ଜୟନ୍ତୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ ରାଷ୍ଟ୍ରୀୟ ଅଭିଯାନ

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…

ଗୋବିନ୍ଦପୁର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଚୋରି

ଭୁବନ : ଭୁବନ ବ୍ଲକ ମର୍ଥାପୁର ଗ୍ରାମ ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମ ର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଟିକୁ ଗତ କାଲି ରାତି ରେ କିଛି ଦୁର୍ବୃତ ମାନେ ଚୋରି କରି ନେଇଛନ୍ତି | ଚୋର ମାନେ ଗଛ ର ଗଣ୍ଡି କୁ ନେଇଯାଇ ଡାଳ ଛାଡି ଯାଇଛନ୍ତି | ସ୍ଥାନିୟ ଲୋକ ଙ୍କ ର ଏଥି ରେ ହାତ…