Take a fresh look at your lifestyle.

ଗୋପାଳପୁର ଗାଁରେ ହାତୀ ଦଳି ମାରି ଦେଇଛି- ଜଣେ ମୃତ

0 59

Get real time updates directly on you device, subscribe now.

ଢେଙ୍କାନାଳ  : ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାସ ବନାଞ୍ଚଳର ଗୋପାଳପୁର ଗାଁର ଜଣେ ୭୪ ବର୍ଷ ବୟସ୍କ ବ୍ୟକ୍ତି ଙ୍କୁ ହାତୀ ଦଳି ମାରି ଦେଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୋପାପୁର ଗାଁର ଫକିର ନାୟକ ବୋଲି ଜଣାପଡିଛି ।

ଦେଓଗାଁ ଗ୍ରାମର ଫକିର ଶୈାଚ ହେବା ପାଇଁ ରବିବାର ଭୋର ସମୟ ରେ ନିଜ ବାଡି ରେ ଥିବା ପାଇଖାନା କୁ ଯାଉଥିବା ବେଳେ ଦନ୍ତାହାତୀ ହାବୁଡ ରେ ପଡିଯାଇଥିଲେ । ହାତୀ ଟି ତାଙ୍କୁ ଦଳି ମକଚି ଦେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.