Take a fresh look at your lifestyle.
Daily Archives

January 1, 2022

ଗଁଦିଆ ବ୍ଲକରେ କେବେ ଖୋଲିବ ଧାନ ମଣ୍ଡି ଆଶା ଆଶଙ୍କାରେ ଚାଷୀକୂଳ

ଯୋରନ୍ଦା :  ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ…

ସ୍ୱାଧୀନତା ଆନ୍ଦୋଳନ ପାଇଁ ବୀର ବୈଷ୍ଣବ ଅନେକ ଥର କାରବାରଣ କରି ଥିଲେ

ଢେଙ୍କାନାଳ : ଢେଙ୍କାନାଳ ସୁରକ୍ଷା ସମିତି ତରଫରୁ ପୁରୁଣା ଜିଲ୍ଲା ପରିଷଦ ଭବନରେ ସ୍ବାଧିନତା ସଂଗ୍ରମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କଣ୍ଣଧାର ସୂର୍ଗତ ବୀର ବୈଷ୍ଣବ ପଟ୍ଟନାୟକଙ୍କର ଅଷ୍ଟମ ଶ୍ରାଦ୍ଧବାର୍ଷିକ ରେ ଏକ ସ୍ମତିଚାରଣ ଅନୁଷ୍ଠିତ ହୋଇଛି ।   ଢେଙ୍କାନାଳ ସୁରକ୍ଷା ସମିତିର ଆବାହକ…

ପ୍ରତିଭା ସମ୍ମାନ ଓ ସ୍ୱାଗତମ-୨୦୨୨ କାର୍ଯ୍ୟକ୍ରମ ଆୟୋଜିତ

୧୯୭୧ ଭାରତ ଓ ପାକିସ୍ଥାନ ଯୁଦ୍ଧର ଯୋଦ୍ଧା ତଥା ଅବସରପ୍ରାପ୍ତ ସୁବେଦାର ସୋମନାଥ ସାହୁ, ଅବସରପ୍ରାପ୍ତ ନୌସେନା ଅଧିକାରୀ ଅମୀୟ ଚାନ୍ଦ, ଶିକ୍ଷାବିତ ମୋହିମ ମହମ୍ମଦ, ଶିକ୍ଷାବିତ ସୁରେଶ ମିଶ୍ର, ସାମ୍ବାଦିକ ଆଶିଷ ରଞ୍ଜନ ଶତପଥୀ, ବିଶିଷ୍ଟ ବ୍ୟବସାୟୀ ପ୍ରସନ୍ନ ସାହୁ, ନୃତ୍ୟଶିଳ୍ପୀ ଏନପି…

ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ-ବିଧାୟକ ଦାଶରଥି ଗମାଙ୍ଗ

ମୋହନା(ଗଜପତି) : ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ମୋହନାରୁ ପ୍ରକାଶ ପାଉଥିବା ଉପାନ୍ତ ଓଡିଶା ୱେବ ଚାନେଲ ଆଜିକା ଦିନରେ ଓଡ଼ିଶାର ପୁର ପଲ୍ଲୀରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଲୋକଙ୍କ ଆଦର ପାଇ ଲୋକଙ୍କ ସମସ୍ୟା ସମାଧାନରେ ପ୍ରଶାସନର ଦୃଷ୍ଟିକୁ ଆଣି କାର୍ଯ୍ୟ ·ଲୁ ରଖିଥିବାରୁ ଉପସ୍ଥିତ…

ଗଣମାଧ୍ୟମକୁ କାଲୁରିଆ-ଗୋରଡିଆ ସେତୁକୁ ଯିବା ମନା କାହିଁକି?

 ଢେଙ୍କାନାଳ(ଦୀପକ ରଞ୍ଜନ ମିଶ୍ର):ଖବର ସଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା କର୍ମୀ ଦେଖେଇଲେ ନାଲି ଆଖି । କାଲୁରିଆ ଗୋରଡିଆ ସେତୁକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନା।କିଛି ଗଣମାଧ୍ୟମ ପ୍ରତିନିଧି କାଲୁରିଆ ଗୋରଡିଆ ବ୍ରାହ୍ମଣୀ ନଦୀ ଉପରେ ସେତୁର ଖବର ସଗ୍ରହ ସମୟରେ ଏଭଳି…

ଆଦିବାସୀ ପାଇଁ କୌଣସି ସରପଞ୍ଚ ପଦବୀ ସଂରକ୍ଷିତ ନାହିଁ

ଢେଙ୍କାନାଳ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଆ ସରକାର (ନିର୍ବାଚନ ଆୟୋଗ) ଯେଉଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ସେଥିରେ ଆମ ରାଜ୍ୟର ୭ ଟି ଅନୁସୂଚିତ ଜିଲ୍ଲାର ସବୁ ସରପଞ୍ଚ ପଦବୀକୁ ଅନୁସୂଚିତ ଜନଜାତି (ଆଦିବାସୀ) ମାନଙ୍କ ପାଇଁ ସଂରକ୍ଷିତ କରିଥିବା ବେଳେ, ଅନ୍ୟ ୨୩ ଟି…

ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଯୁବବର୍ଗଙ୍କ ଲାଇନ

ଢେଙ୍କାନାଳ: ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଲମ୍ବାଲାଇନ ଦେଖିବାକୁ ମିଳିଛି । ଯୁବବର୍ଗର ଲୋକ ମାନେ ହେୟାର ଷ୍ଟାଇଲକୁ ପରିବର୍ତ୍ତନ କରୁଛନ୍ତି ନୂଆ ଲୁକ ପାଇଁ । ସଦର ବ୍ଲକ ବଣସିଂହ ଗ୍ରାମ ପଞ୍ଚାୟତ ମାକେର୍ଟ କମ୍ପ୍ଲେକ୍ସରେ ରହିଛିି କମଳ ବାରିକଙ୍କ ସେଲୁନ । ସେ…