Take a fresh look at your lifestyle.
Daily Archives

January 5, 2022

ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ

 ଢେଙ୍କାନାଳ: ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ରେ ଥିବା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି  ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ପାଞ୍ଚ ତାରିଖ ଅପରାହ୍ନ ଦୁଇଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ…

ଧର୍ମରକ୍ଷା  ନିଧି  ଅର୍ପଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଯଉଁଳିପୋଖରୀ ମଠ  ପ୍ରାଙ୍ଗଣରେ ଭାରତ ମାତାଙ୍କୁ ପୂଜା ଅର୍ଚନା କରାଯାଇ ଧର୍ମରକ୍ଷା  ଅର୍ପଣ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଶରତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଅଞ୍ଜନ କୁମାର ହୋତା, ଜିଲ୍ଲା ଉପସଭାପତି ରତନ ଭୂଷଣ ସାହୁ, ଜିଲ୍ଲା…

ମନ୍ଦିର, ପର୍ଯ୍ୟଟନସ୍ଥଳୀ, ସର୍ବସାଧାରଣ ସ୍ଥାନରେ ଭୋଜିଭାତ ଆୟୋଜନ, ପର୍ବପର୍ବାଣୀରେ ଗହଳି ନକରିବାକୁ ପ୍ରଶାସନ ର ବାରଣ

ଢେଙ୍କାନାଳ : ବର୍ତମାନ ଓମିକ୍ରନ ଓ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ମନ୍ଦିର, ପର୍ଯ୍ୟଟନସ୍ଥଳୀ, ସର୍ବସାଧାରଣ ସ୍ଥାନରେ ଭୋଜିଭାତ ଆୟୋଜନ, ପର୍ବପର୍ବାଣୀରେ ଗହଳି ନକରିବାକୁ…

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚର ସିଲଭର ଜୁବୁଲି ପାଳନ ପାଇଁ ବନ୍ଧୁମିଳନ

ଢେଙ୍କାନାଳ:  ସଦର ବ୍ଲକ ସିମିଳିପାଟଣା ଉଚ୍ଚବିଦ୍ୟାଳୟର ୧୯୯୯ ମସିହା ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ ଭାପୁର ନିକଟ ସୁନ୍ଦରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବନ୍ଧୁମାନେ ଜିଲ୍ଲା ଓ ଜିଲ୍ଲାବାହାରେ ନିଜର କର୍ମସଂସାନରେ ରହୁଥିବାବେଳେ ବନ୍ଧୁମିଳନର ଖବରରେ ସମସ୍ତ ବନ୍ଧୁମାନେ…

ଜଳ ଓ ପରିମଳ ସମ୍ପର୍କିତ କର୍ମଶାଳା

ଢେଙ୍କାନାଳ : ଫାନ୍ସା ଇଣ୍ଡିଆ ,ଆଇ.ଆଇ.ଓ୍ଵାଇ.ଡି ଓଡ଼ିଶା ଓ ଇ ଓଆଇ ପି ସହାୟତାରେ ଫ୍ରେଣ୍ଡ୍ ସ୍ଵେଚ୍ଛାସେବୀ ସଙ୍ଗଠନ ଦ୍ଵାରା ସୋଗରପସି ଗ୍ରାମପଞ୍ଚାୟତର ପାରିଖେଦାଠାରେ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ଆନୁକୂଲ୍ୟରେ ରାଧାଦେଇପୁର ଗ୍ରାମରେ ଜଳ ଓ ପରିମଳ ସମ୍ବନ୍ଧୀୟ ମାନବିକ ଅଧିକାର…