Take a fresh look at your lifestyle.
Daily Archives

January 16, 2022

ସେନା ଦିବସ ପାଳିତ

ଢେଙ୍କାନାଳ: ଜାନୁଆରୀ ୧୫ ତାରିଖରେ ପ୍ରତିବର୍ଷ ଭାରତୀୟ ସେନା ଦିବସ ପାଳନ କରାଯାଇଥାଏ । ଏହି ଉପଲକ୍ଷେ ଢେଙ୍କାନାଳ ସହରର ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ସହରରେ ବାସକରୁଥିବା ପୂର୍ବତନ ସେନାକର୍ମଚାରୀ କ୍ୟାପ୍ଟେନ୍ ଅଶ୍ୱିନୀ ବରାଳ, ନାଏକ ରବିନାରାୟଣ ସାହୁ, ଦୁର୍ଯେ୍ୟାଧନ ବେହେରା ପ୍ରମୁଖଙ୍କ…

ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ବତୀ ସ୍ୱାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସକ ତଥା ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଲୋହିଆ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଡଃ ସ୍ବାଇଁଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଉପସ୍ଥିତ ବ୍ୟକ୍ତିବିଶେଷ ଡଃ…

ପଞ୍ଚାୟତ ନିର୍ବାଚନ ପାଇଁ ମତଦାତା ନିଜର ପ୍ରାର୍ଥୀ ବାଛନ୍ତୁ

ଭୁବନେଶ୍ଵର : ଓଡିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ସଦସ୍ୟ ପର୍ଯ୍ୟନ୍ତ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ତଥା ବ୍ଲକ…

ଦୁର୍ଗମ ଅଂଚଳ ପୁଟିପାଳରେ ଶୀତବସ୍ତ୍ର ବଂଟନ

ଢେଙ୍କାନାଳ : ସହରର ଯୁବ ସ୍ୱେଚ୍ଛାସେବୀ ସଂଗଠନ ବଜରଙ୍ଗ କ୍ଲବ୍ ତରଫରୁ ଜିଲ୍ଲାର ଦୁର୍ଗମ ଅଂଚଳର ଶୀତବସ୍ତ୍ର ବଂଟନ କରାଯାଇଛି । କଙ୍କଡାହାଡ ବ୍ଲକ୍ କନ୍ତୋଲ ପଂଚାୟତ ଅନ୍ତର୍ଗତ ପୁଟିପାଳ ଗ୍ରାମ ଏକ ଦୁର୍ଗମ ଅଧୁ୍ୟଷିତ ଅଂଚଳ । ସ୍ୱେଚ୍ଛାସେବୀ ସଂଗଠନ ଭାବେ ଲକ୍ଡାଉନ୍ ସମୟରେ ବଜରଙ୍ଗ କ୍ଲବ୍…