Take a fresh look at your lifestyle.
Daily Archives

January 18, 2022

ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୬୮୬ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ  : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଦ୍ୱିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲରେ ୬୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୫୬୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ…

୯ ଶିଶୁ ଶ୍ରମିକ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହାଉସିଂ ବୋର୍ଡ କଲୋନୀ ଏବଂ ଗୋପାଳ ସାଗର ଅଞ୍ଚଳରେ ଚଢାଉ କରାଯାଇ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିଦେ୍ର୍ଦଶରେ ଏକ ଟିମ ଗଠନ କରାଯାଇଥିଲା ।…

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ମହିଳା ସଂପାଦିକା ସଂଯୁକ୍ତା ହୋତା

ଢେଙ୍କାନାଳ : ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଜିଲା ମହିଳା ଶାଖା ସଂପାଦିକା ସଂଯୁକ୍ତା ହୋତା ଭାରତୀୟ ଜନତା ପାର୍ଟିରେ ମଙ୍ଗଳବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ଶ୍ରୀମତୀ ହୋତା ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକ ଏବଂ ଜିଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ…

ଆର ପାରିରେ ଜିତୁ ବାବୁ

ଢେଙ୍କାନାଳ: ସହରର ବିଶିଷ୍ଟ ବ୍ୟବସାୟୀ, ସୂର୍ଯ୍ୟ ହୋଟେଲ ଓ ମଣ୍ଡପ ର ମାଲିକ, ମିନlବଜାର ପୂଜା କମିଟି ର ପୂର୍ବତନ ସଭାପତି , ନଟରାଜ ସଙ୍ଗୀତ ମହାବଦ୍ୟାଳୟର ଉପଦେଷ୍ଟା ଜିତେନ୍ଦ୍ର ପଟ୍ଟନାୟକ ( ଜିତୁ ବାବୁ ) ଗତ ରାତ୍ର ୧.୩୦ମି, ସମୟରେ ଇହଧାମ ପରିତ୍ୟାଗ କରି ଚାଲିଗଲେ l ତାଙ୍କ ଶରୀର…

ପ୍ରଥମ ଦିନରେ ୩ ଜଣ ନାମାଙ୍କନ ଦାଖଲକଲେ: ଭାସ୍କରସାହୁ ଅରଖପାଳ ସମିତିସଭ୍ୟ ପ୍ରାର୍ଥୀହେଲେ

ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ପ୍ରଥମ ଦିବସରେ ସମୁଦାୟ ୩ ଜଣ ପ୍ରାର୍ଥୀ ସମିତିସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅରଖପାଳ ପଂଚାୟତର ପୂର୍ବତନ ସରପଂଚଭାସ୍କରସାହୁଚଳିତଥର ସମିତିସଭ୍ୟ ନିମନ୍ତେ ଆଜି ନାମଙ୍କନ ପତ୍ର ବିଡିଓ…