Take a fresh look at your lifestyle.

ପ୍ରଥମ ଦିନରେ ୩ ଜଣ ନାମାଙ୍କନ ଦାଖଲକଲେ: ଭାସ୍କରସାହୁ ଅରଖପାଳ ସମିତିସଭ୍ୟ ପ୍ରାର୍ଥୀହେଲେ

ପଂଚାୟତ ନିର୍ବାଚନ

0 124

Get real time updates directly on you device, subscribe now.

ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ପ୍ରଥମ ଦିବସରେ ସମୁଦାୟ ୩ ଜଣ ପ୍ରାର୍ଥୀ ସମିତିସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅରଖପାଳ ପଂଚାୟତର ପୂର୍ବତନ ସରପଂଚଭାସ୍କରସାହୁଚଳିତଥର ସମିତିସଭ୍ୟ ନିମନ୍ତେ ଆଜି ନାମଙ୍କନ ପତ୍ର ବିଡିଓ ଆଶୀର୍ବାଦ ପରିଡାଙ୍କୁ ପ୍ରଦାନ କରିଛନ୍ତି ।

ପରେ ପୂର୍ବତନ ସରପଂଚ ପ୍ରଭାତ କଅଁର ଓ ତାଙ୍କ ପନôୀ ଜ୍ୟୋସ୍ନାôମୟୀ କଅଁର ଦୟଣାବିଲି ପଂଚାୟତ ପାଇଁ ସମିତି ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ପ୍ରଥମ ଦିବସରେମାତ୍ର ୩ ଜଣ ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ ୨୧ ତାରିଖ ଅନ୍ତିମ ଦିବସ ସୁଦ୍ଧା ଏହି ସଂଖ୍ୟା ନିଶ୍ଚିତ ଭାବେ ୫୦ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ପ୍ରତି ପଂଚାୟତ ରେଏକାଧିକ ଆଶାୟୀ ପ୍ରାର୍ଥୀ ରହୁଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ହେଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.