Take a fresh look at your lifestyle.
Daily Archives

January 4, 2022

ମୁନଲାଇଟ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ପଞ୍ଚାୟତ ଅନ୍ତର୍ଗତ ଟଭାପାଳ ଗ୍ରାମରେ ଚାଲିଥିବା ୨୩ ତମ ମୁନଲାଇଟ କପ କ୍ରିକେଟ ଖେଳ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚ ଜଙ୍ଖିରା ଏବଂ କଙ୍କଡାହାଡ ମଧ୍ୟରେ ଅନୁ୍ଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ଜଙ୍ଖିରା ୯ ୱିକେଟ ହରାଇ ୧୨୮ ରନ ସଂଗ୍ରହ…

କୂଅରେ ପଡି ଶିଶୁ ପୁତ୍ର ମୃତ

ଗଁଦିଆ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ କୂଅରେ ପଡି ଜଣେ ଶିଶୁର ଜୀବନ ଅକାଳରେ ଚାଲଯାଇଛି । ଗ୍ରାମର ସୁକାନ୍ତ ଖଟୁଆଙ୍କ ପୁଅ ଟକୁଲ ଖଟୁଆ(୫) ଆଜି ଦିନ ୯ଟା ସମୟରେ ନିଜ ଘର ପାଖରେ ଖେଳୁଥିଲେ । ସେହି ପାଖରେ ଏକ ବଡ ଖାଲ ବା ଚୁଆ ଥିବା ବେଳେ ଖେଳୁ ଖେଳୁ ପାଦ ଖସିଯିବାକୁ…

ଶିକ୍ଷକ ହେଉଛନ୍ତି ସମାଜର ମାର୍ଗଦର୍ଶକ

ଢେଙ୍କାନାଳ : ପୁରୁଣା ଜିଲା ପରିଷଦ ସଭା ଗୃହରେ ଢେଙ୍କାନାଳ ପ୍ରାରମ୍ଭିକ ନିଯୁକ୍ତି, ଚୁକ୍ତିଭିତିକ ତଥା ନୂତନ ପେନ୍ସନ୍ ଯୋଜନା ଭୁକ୍ତ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ଉତ୍ସବ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ…

ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଢେଙ୍କାନାଳ ବିଧାୟକ  

ଗଁଦିଆ(ପ୍ରଦୀପ କୁମାର ଦାସ) : ଗଁଦିଆ ବ୍ଲକ ରତନପୁର ପଞ୍ଚାୟତ ର ବିଭିର୍ଣ୍ଣ କାର୍ଯ୍ୟର ଶୁଭ ଉଦଘାଟନ କଲେ ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ | ଆଜି ଅପରାହ୍ନରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ  ଜନହିତକାରି ପ୍ରକଳ୍ପ ଯଥା ରାୟସିଂହ ପ୍ରସାଦ ଉଚ୍ଚ ବିଦ୍ୟାଳୟ,ଚଣ୍ଡିଆ ର ନୂତନ…

ବିଜେଡି ସରକାରରେ ମହିଳା ଅସୁରକ୍ଷିତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ବିଜେପି କାର୍ଯ୍ୟାଳୟ ପରିସରରେ ୩ ତାରିଖ ସୋମବାର ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି…

ଝାରସୁଗୁଡ଼ାରୁ ଦେବଗଡ ଦେଇ ପାରାଦୀପ-ଧାମରା ବନ୍ଦରକୁ ରେଳପଥ ସର୍ଭେ ଆରମ୍ଭ ଦାବିରେ ମୌନ ଗଣଧାରଣା

 ଦେବଗଡ (କୁମୁଦ ଚନ୍ଦ୍ର ଶତପଥୀ ): ମୁଁ ଦେବଗଡକୁ ଭଲ ପାଏ ଫୋରମ୍ ପକ୍ଷରୁ ଆଜି ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସମ୍ମୁଖରେ ଏକ ମୌନ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ାରୁ କୋଲାବିରା, କୁଚିଣ୍ଡା, ଦେବଗଡ ଓ ବାରକୋଟ ଦେଇ ପାରାଦୀପ/ ଧାମରା ବନ୍ଦରକୁ ରେଳପଥ ଦାବିରେ କେନ୍ଦ୍ର…

ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି

କାମାକ୍ଷାନଗର :ଓଡ଼ିଶାର ଆଗାମୀ ପଞ୍ଚାୟତି ରାଜ ନିର୍ବାଚନ ପାଇଁ ବଞ୍ଚିତ ହୋଇଥିବା ୨୩ ଟି ଜିଲ୍ଲାରେ ଆଦିବାସୀ ମାନଙ୍କ ପାଇଁ ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି ରେ ଆଦିବାସୀ ଚେତନା ସଂଗଠନ, ଆଦିବାସୀ ମୁକ୍ତି ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ…