Take a fresh look at your lifestyle.

ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି

0 118

Get real time updates directly on you device, subscribe now.

କାମାକ୍ଷାନଗର :ଓଡ଼ିଶାର ଆଗାମୀ ପଞ୍ଚାୟତି ରାଜ ନିର୍ବାଚନ ପାଇଁ ବଞ୍ଚିତ ହୋଇଥିବା ୨୩ ଟି ଜିଲ୍ଲାରେ ଆଦିବାସୀ ମାନଙ୍କ ପାଇଁ ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି ରେ ଆଦିବାସୀ ଚେତନା ସଂଗଠନ, ଆଦିବାସୀ ମୁକ୍ତି ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ (ଢେଙ୍କାନାଳ-ଅନୁଗୋଳ ଜିଲ୍ଲା) ଦ୍ଵାରା ମିଳିତ ଭାବରେ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟଠାରେ ରାଲି ଓ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି ଏବଂ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଯାଇଛି।ଆଉ ମଧ୍ୟ ଉପରୋକ୍ତ ଦାବି ରେ ଆଜି ମାଲ୍ୟଗିରି ଆଦିବାସୀ ସଂଘର୍ଷ ମଞ୍ଚ, ପାଳଲହଡା ଓ ଅନୁଗୋଳ ଜିଲ୍ଲାର ଅନ୍ୟ କେତେକ ଆଦିବାସୀ ସଂଗଠନ ର କର୍ମକର୍ତ୍ତାମାନେ ମିଳିତ ଭାବରେ ଅନଗୁଳ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.