Take a fresh look at your lifestyle.
Daily Archives

January 29, 2022

ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଭୁବନେଶ୍ଵରଠାରେ ସତ୍ୟାଗ୍ରହ

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…

ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକ: କେବଳ ସାଧୁ ସନ୍ୟାସୀ ମାନଙ୍କୁ ନେଇ ହେବ ନିତିକାନ୍ତି

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦଭାବନା ସଭାପଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ପ୍ରସିଦ୍ଧ ମାଘ ମେଳା ବା ଯୋରନ୍ଦା ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ୍ କଟକଣା ଏବଂ ନିୟମାବଳୀକୁ ଦୃଷ୍ଟିରେ ରଖି ଫେବୃଆରୀ ୧୫ ତାରିଖରେ ମେଳା…

ବିଧିପୂର୍ବକ ହେବ କପିଳାସ ଜାଗରଯାତ୍ରା : ରହିବ ନାହିଁ ଗହଳଚହଳ

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା  ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ସଂକ୍ରମଣକୁ ଦେଖି କରୋନା କଟକଣା ମଧ୍ୟରେ ମାର୍ଚ୍ଚ ୧ ତାରିଖରେ ଜାଗରଯାତ୍ରା…

 ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ : ୫୫ ନଂ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନିର୍ମାଣ ଧୀନ ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହାରପ୍ରତିବାଦରେ ଗ୍ରାମବାସୀମାନ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ସମାଧାନ କରିବାକୁ ଦାବୀ କରିଛନ୍ତି ।…

ପଦ୍ମଭୂଷଣ ଡ. ରଥଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ : କୁଞ୍ଜ ବିହାରୀ ଜରାଶ୍ରମରେ ପ୍ରତିଯୋଗିତା

ଢେଙ୍କାନାଳ : ସହରର କାଠଗଡାସ୍ଥିତ କୁଞ୍ଜ ବିହାରୀ ଜରାଶ୍ରମରେ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନ୍ତେବାସୀ ମହିଳାଙ୍କ ମଧ୍ୟରେ ପୂରାଣ କଥା କୁଇଜ୍, ଝୋଟି, ହୁଳହୁଳି ଓ ମ୍ୟୁଜିକ୍ ଚେୟାର୍ ଏବଂ ବୃଦ୍ଧଙ୍କ ମଧ୍ୟରେ ପୁରାଣ କୁଇଜ୍ ପ୍ରତିଯୋଗିତା ପଦ୍ମଭୂଷଣ ଡ.…

ଦୁର୍ଗାପ୍ରସାଦକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ପୂରଣ ନ ହେଲେ ଭୋଟ ବର୍ଜନ ନିଷ୍ପତ୍ତି

ଢେଙ୍କାନାଳ : ସଂସ୍କୃତିସମ୍ପନ୍ନ ଗ୍ରାମ ଦୁର୍ଗାପ୍ରସାଦ ମୌଜାକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ପୁନର୍ବାର ଦାବି ଉଠିଛି | ଢେଙ୍କାନାଳ ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଏହି ମୌଜାରେ ବର୍ତ୍ତମାନ ୧୬ଶହ ଅଧିବାସୀ ବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୫୦ଜଣ ଭୋଟର ରହିଛନ୍ତି | ହେଲେ…