Take a fresh look at your lifestyle.
Daily Archives

January 6, 2022

ଢେଙ୍କାନାଳ ଜିଲାର ଏକୁଲ ଏବଂ କୋର୍ଟ ସମେତ ୧୧ ଅପହଂଚ ଗାଁରେ ହେବ ମୋବାଇଲ୍ ଟାୱାର ପ୍ରତିଷ୍ଠା: ମନ୍ତ୍ରୀ ଅଶ୍ୱିନୀ…

ଢେଙ୍କାନାଳ : ଢେଙ୍କାନାଳ ବିଏସ୍ଏନ୍ଏଲ୍ ଭବନ ପରିସରରେ ଭିସି ଯୋଗେ ‘କନେକ୍ଟିଂ ଦ ଅନ୍ କନେକ୍ଟେଡ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ୩୯୩୩ ଅପହଂଚ ଗ୍ରାମକୁ ମୋବାଇଲ୍ ଟାୱାର ପ୍ରତିଷ୍ଠା ହେବ ବୋଲି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏବଂ…

କବି ହରମୋହନ ଦାଶ ଙ୍କ 94 ତମ ଜୟନ୍ତୀ ପାଳନ

ଢେଙ୍କାନାଳ: ଢେଙ୍କାନାଳ ଥିଙ୍କର୍ଷ ଫୋରମ ଆନୁକୂଲ୍ୟ ରେ ଢେଙ୍କାନାଳ ର ପ୍ରଖ୍ୟାତ କବି ତଥା ବିଶିଷ୍ଟ ସାହିତ୍ୟ ସଂଗଠକ, ଜିଲ୍ଲା ଲେଖକ ସଂସଦ ର ପ୍ରଥମ ପ୍ରତିଷ୍ଠାତା ସଭାପତି ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ହରମୋହନ ଦାଶ ଙ୍କର 94 ତମ ଜୟନ୍ତୀ  ଦକ୍ଷିଣ କାଳୀ ସ୍ଥିତ ସରୋଜିନୀ…

ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ :ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛନ୍ତି | ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ…

ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗିହେଲା ପହିଲି ଭୋଗ

ଢେଙ୍କାନାଳ: ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗି ହେଲା ପହିଲି ଭୋଗ | ମୀନା ବଜାର ସ୍ଥିତ ଶ୍ରୀ ଶ୍ରୀ ମଉଡମଣୀ ରାଜ ଲକ୍ଷ୍ମୀ ଙ୍କ ପାଖରେ  ଆଜି ପୌଷ ମାସ ଶୁକ୍ଲପକ୍ଷ ର ପ୍ରଥମ ଗୁରୁବାର ଥିବାରୁ ରାଜଲକ୍ଷ୍ମୀ ଙ୍କ ପାଖରେ ପହିଲି ଭୋଗ ଲାଗି କରାଯାଇଥିଲା| ଅର୍ଣ୍ଣ, ମିଠାର୍ଣ୍ଣ, ଡାଲି, ବେସର…

ଖଜୁରିଆକଟାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ

ହିନ୍ଦୋଳ:  ଖଜୁରିଆକଟା ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ନୂତନ ସଦସ୍ୟ ମlନେ ଯୋଗ ଦେଇଥିଲେ l ବ୍ଲକର ସମସ୍ତ…

ଏନଟିପିସି ନୂତନ ପନିପରିବା ବଜାର ଉଦଘାଟିତ

କଣିହାଁ: ଅନୁଗୋଳ ଜିଲା  କଣିହାଁସ୍ଥ ଏନଟିପିସି ପକ୍ଷରୁ  ଟେଲିଫୋନ ଏକ୍ସଚେଞ୍ଜ ପାଖରେ ଏକ ନୂତନ ପନିପରିବା ବଜାର ଉଦଘାଟିତ ହୋଇଯାଇଛି l  ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,  ଏବଂ ଏନଟିପିସି କଣିହାଁର  କାର୍ଯ୍ୟନିର୍ବାହୀ…

ଗଁଦିଆ ବ୍ଲକ ରେ ଧାନ ମଣ୍ଡିର ଶୁଭାରମ୍ଭ

ଯୋରନ୍ଦା : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି l  ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ…

ବଢ଼ୁଛି କରୋନା ସଂକ୍ରମଣ,ରାଜ୍ୟରେ ଆଉ ୧୮ଶହ ୯୭ ପଜିଟିଭ୍ ଚିହ୍ନଟ

ଢେଙ୍କାନାଳ : ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୧୮ଶହ ୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୭୯୧ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୨୬୨ ଓ କଟକରୁ ୧୪୮ ଏବଂ…

୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟନ୍ସିପ୍: ଭାଗ ନେଲେ ଟାଟା ଷ୍ଟିଲ ଦ୍ୱାରା ପ୍ରଶିକ୍ଷିତ ଢେଙ୍କାନାଳ ଖେଳାଳି

ଓଡାପଡା: ଓଡ଼ିଶା ଜୁନିୟର ଭଲିବଲ ଟିମ୍ର ସଦସ୍ୟ ଭାବେ ୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟନସିପ ଭାଗ ନେଇଛନ୍ତି ଟାଟା ଷ୍ଟିଲ ମେରାମଣ୍ଡଳୀ ଦ୍ୱାରା ପ୍ରଶିକ୍ଷିତ ସୁବ୍ରତ ବେହେରା ଓ ବିକାଶ ପାତ୍ର । ନୂଆଗାଁ ପଂଚାୟତ ଅଧିନସ୍ଥ ଖଲିବେରଣା ଗ୍ରାମର ସୁବ୍ରତ ଓ ସରପା ଗ୍ରାମର ବିକାଶ ପଶ୍ଚିମବଙ୍ଗର…