Take a fresh look at your lifestyle.

ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0 18

Get real time updates directly on you device, subscribe now.

ଢେଙ୍କାନାଳ :ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛନ୍ତି |
ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
କାର୍ଯ୍ୟରତ ଆଇନଜୀବି ବିଶ୍ୱନାଥ ନାୟକ, ମାନସ କୁମାର ସାହୁ, କିଶୋର ନାୟକ, ହେମନ୍ତ କୁମାର ନାୟକ, ଜୟକୃଷ୍ଣ ସାହୁ, ପ୍ରକାଶ ମିଶ୍ର ଓ ମହେନ୍ଦ୍ର କୁମାର ସାହୁ ତଥା ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ବିଚାରପତି ଙ୍କୁ ଭାବ ବିହ୍ଵଳ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.