ମୋ ଝିଅକୁ ହତ୍ୟା କରାଯାଇଛି
ଯୋରନ୍ଦା : ଢେଙ୍କାନାଳ ଜିଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗାଁରେ ଜଣେ ମହିଳାଙ୍କର ସନେ୍ଦହ ଜନକ ମୃତୁ୍ୟ ହୋଇଛି । ମୃତ ମହିଳା ହେଉଛନ୍ତି ଗାଁର ଜଗନ ରାଉତଙ୍କ ପତ୍ନୀ ପୂଜାରାଣୀ ସ୍ୱାଇଁ (୨୫) ବୋଲି ଜଣାପଡିଛି । ପୂଜାରାଣୀଙ୍କୁ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକ ହତ୍ୟା କରି…