Take a fresh look at your lifestyle.

ଧର୍ମରକ୍ଷା  ନିଧି  ଅର୍ପଣ କାର୍ଯ୍ୟକ୍ରମ

0 38
ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଯଉଁଳିପୋଖରୀ ମଠ  ପ୍ରାଙ୍ଗଣରେ ଭାରତ ମାତାଙ୍କୁ ପୂଜା ଅର୍ଚନା କରାଯାଇ ଧର୍ମରକ୍ଷା  ଅର୍ପଣ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |
ଶରତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଅଞ୍ଜନ କୁମାର ହୋତା, ଜିଲ୍ଲା ଉପସଭାପତି ରତନ ଭୂଷଣ ସାହୁ, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ରାଉତ, ଜିଲ୍ଲା କୋଷାଧକ୍ଷ ମନୋରଞ୍ଜନ ସାହୁ, ବିଭାଗ ସଂଗଠନ ମନ୍ତ୍ରୀ ଅସିତ କୁମାର ସାହୁ, ନଗର ସଭାପତି କୈଳାଶ ଚନ୍ଦ୍ର ରାଉତ, ନଗର ଗୋରକ୍ଷା ପ୍ରମୁଖ ସମୀର  ବେହେରା ଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ବିଶ୍ୱହିନ୍ଦୁ ସ୍ଥାପନା, ମଠ ମନ୍ଦିର ସୁରକ୍ଷା, ଗୋମାତା ଙ୍କ ରକ୍ଷା, ମା ମାନଙ୍କ ରକ୍ଷା, ତଥା  ଭାରତ ମାତା ମାତାଙ୍କ ସୁରକ୍ଷା ଦେବା ଦୁଷ୍ଠିରୁ ଓ ଭାରତ  ମାତାଙ୍କୁ ହିନ୍ଦୁ ରାଷ୍ଟ୍ରରେ ଗଢି ତୋଳିବା ପାଇଁ ସଂକଳ୍ପ ବଧ ହୋଇ ଆଜି ଏହି କାର୍ଯକ୍ରମ ଟି ହୋଇଛି| ଏହି କାଯ୍ୟକ୍ରମ ଟିରେ ବିଶ୍ୱ ହିନ୍ଦୁ ପରିଷଦ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ,! 

- Advertisement -

Leave A Reply

Your email address will not be published.